ଜାଣନ୍ତୁ ଓଡ଼ିଶାର ଏହି ୪ ଜଣ କଳାକାର ଅନୁଭବ,ବାବୁସାନ, ଅରିନ୍ଦମ ଏବଂ ସବ୍ୟସାଚୀ ଙ୍କ ସମ୍ପତ୍ତି ଏବଂ ଫିଲ୍ମ ରେ ସେ କେତେ ନିଅନ୍ତି…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ଓଡ଼ିଶାର ସୁପରିଚିତ ୪ ଜଣ କଲକାର ମାନଙ୍କ ସମ୍ପତି ତାଲିକା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଏହି ୪ ଜଣ ସୁପରଷ୍ଟାର ମାନଙ୍କୁ ଭଲ ଭାବେ ଜାଣିଥିବେ । ତେବେ ସେହି ୪ ଜଣ ସୁପରଷ୍ଟାର ହେଲେ ଅନୁଭବ,ବାବୁସାନ, ଅରିନ୍ଦମ ଏବଂ ସବ୍ୟସାଚୀ ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପତି ଏବଂ କେବେ ସେ ଫିଲ୍ମ ଲାଇନ କୁ ପ୍ରବେଶ କଲେ ସେମାନେ କେତେ ଟଙ୍କା ନିଅନ୍ତି ଏକ ଫିଲ୍ମ କରିବା ପାଇଁ ଆଉ ସେମାନଙ୍କ ସମ୍ପତି ତାଲିକା ସମ୍ପର୍କରେ। 

 

ସବ୍ୟସାଚୀ- ତେବେ ସବ୍ୟସାଚୀ ୨୦୦୭ ମସିହାରେ ଫିଲ୍ମ ଲାଇନ ରେ ପ୍ରବେଶ କଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ପାଗଳ ପ୍ରେମୀ’ । ତେବେ ସେ ବର୍ତ୍ତମାନ ସୁଦ୍ଧା ୩୬ ଓଡ଼ିଆ ଫିଲ୍ମ ଏବଂ ବଙ୍ଗଳା ଏବଂ ତେଲୁଗୁ ଭାଷା ରେ ମଧ୍ୟ ଫିଲ୍ମ କରନ୍ତି । ତେବେ ସେ ପ୍ରତ୍ୟେକ ଫିଲ୍ମ ପାଇଁ ୮-୧୦ ଲକ୍ଷ ଟଙ୍କା ଡ଼ିମାଣ୍ଡ କରନ୍ତି । ତେବେ ବର୍ତ୍ତମାନ ସେ ୨-୩ କୋଟି ଟଙ୍କାର ସମ୍ପତି ର ମାଲିକ ।

 

ଅରିନ୍ଦମ- ତେବେ ଅରିନ୍ଦମ ୨୦୦୬ ମସିହାରେ ଫିଲ୍ମ ଲାଇନ ରେ ପ୍ରବେଶ କଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ପ୍ରେମ ଋତୁ ଆସିଲାରେ’। ତେବେ ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୦ -୧୨ ଲକ୍ଷ ଟଙ୍କା ଡ଼ିମାଣ୍ଡ କରନ୍ତି । ସେ ଓଡ଼ିଶାର  ଜଣେ ଏକ ନମ୍ବର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭଉଣୀ କୁ ବିବାହ କରିଥିଲେ । ତେବେ ବର୍ତ୍ତମାନ ସେ ୫-୬ କୋଟି ଟଙ୍କାର ସମ୍ପତି ର ମାଲିକ ।

 

ବାବୁସାନ- ତେବେ ବାବୁସାନ ୨୦୦୯ ମସିହାରେ ଫିଲ୍ମ ଲାଇନ ରେ ପ୍ରବେଶ କଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ରୋମିଓ ଦି ଲଭର ବଏ ‘ତେବେ ସେ ପ୍ରତ୍ୟେକ ଫିଲ୍ମ ପାଇଁ ୧୮ -୨୦ ଲକ୍ଷ ଟଙ୍କା ଡ଼ିମାଣ୍ଡ କରନ୍ତି । ସେ ବର୍ତ୍ତମାନ ସୁଦ୍ଧା ୪୦ ସୁପର ହିଟ ଫିଲ୍ମ କରିସାରିଲେଣି । ତେବେ ବର୍ତ୍ତମାନ ସେ ୪-୫ କୋଟି ଟଙ୍କାର ସମ୍ପତି ର ମାଲିକ ।

 

ଅନୁଭବ- ତେବେ ଅନୁଭବ ୨୦୦୪ ମସିହାରେ ଫିଲ୍ମ ଲାଇନ ରେ ପ୍ରବେଶ କଲେ । ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘i love you ‘ତେବେ ସେ ପ୍ରତ୍ୟେକ ଫିଲ୍ମ ପାଇଁ ୨୦-୨୫ ଲକ୍ଷ ଟଙ୍କା ଡ଼ିମାଣ୍ଡ କରନ୍ତି । ସେ ବର୍ତ୍ତମାନ ସୁଦ୍ଧା ୬୩ ରୁ ଅଧିକ ଓଡ଼ିଆ ଫିଲ୍ମ କରିସାରିଲେଣି । ଏହା ସହ ସେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ର ସାଂସଦ ଭାବେ ପରିଚିତ । ତେବେ ବର୍ତ୍ତମାନ ସେ ୮-୧୦ କୋଟି ଟଙ୍କାର ସମ୍ପତି ର ମାଲିକ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *