ଜାଣନ୍ତୁ ଓଡ଼ିଶାର ସୁପରଷ୍ଟାର ମାନଙ୍କର ପତ୍ନୀ ମାନେ କଣ କରନ୍ତି? 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଶାର ସୁପରଷ୍ଟାର ମାନଙ୍କର ପତ୍ନୀ ମାନେ କଣ କରନ୍ତି? ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଡ଼ିଶାର କଲକାର ମାନଙ୍କ ମାନଙ୍କ ବିଷୟରେ ଜାଣିଥିବେ । ସେମାନେ  ସବୁବେଳେ ନିଜର କାର୍ଯ୍ୟ ଦକ୍ଷତା ତଥା ନିଜର ଆକ୍ଟିଙ୍ଗ କରିବାର ଯେଉଁ ଜୋଶ ଏବଂ ତାର ଯେଉଁ ଫେସନ ପାଇଁ ସେମାନେ ସଦା ସର୍ଵଦା ଜଣାଶୁଣା । ତେବେ ସେମାନେ ସବୁବେଳେ ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ ଏହି ସ୍କ୍ରିନ ମାଧ୍ୟମ ରେ କରିଥାନ୍ତି । 

 

ତେବେ ସେମାନଙ୍କ ପତ୍ନୀ ମାନେ ବି ମଧ୍ୟ ସେମାନଙ୍କ ଠାରୁ କମ ନୁହଁନ୍ତି । ସେମାନେ ମଧ୍ୟ ନିଜର କାର୍ଯ୍ୟ ଦକ୍ଷତା ନିଜର ଘରେ ତଥା ନିଜ ର ଅଫିସ ରେ ଦେଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ପତ୍ନୀ ମାନଙ୍କ ବିଷୟରେ ।

 

(୧) ବାବୁସାନ- ବାବୁସାନ ଙ୍କ ପତ୍ନୀ ତୃପ୍ତି ବାବୁସାନ ଏକ ସାଇଡ ବିଜନେସ ଚଳାଇବା ସହ ଏକ ବେସରକାରୀ ନାମିଦାମୀ ସ୍କୁଲ ରେ ଶିକ୍ଷକ ଅଛନ୍ତି ।

(୨) ସିଦ୍ଧାନ୍ତ- ତେବେ ସିଦ୍ଧାନ୍ତ ମହାପାତ୍ର ଙ୍କ ପତ୍ନୀ ଙ୍କୁ ତ ଆପଣ ମାନେ ଜାଣିଥିବେ । ମାମା ମିଶ୍ର ସେ ବି ଜଣେ କଲକାର ଅଟନ୍ତି । ତେବେ ସେ ବିବାହ ପରେ ଆଉ ଫିଲ୍ମ ଦୁନିଆକୁ ଆସନ୍ତି ନାହିଁ ।

 

(୩) ଅରିନ୍ଦମ- ଅରିନ୍ଦମ ଙ୍କ ପତ୍ନୀ ଜଣେ ଓଡ଼ିଶାର ର ନାମୀ ଦାମୀ ବିଧାୟକ ଙ୍କ ଭଉଣୀ ଅଟନ୍ତି । ସେ ଅରିନ୍ଦମ ଙ୍କ ର ଏକ ପ୍ରଡ଼କସନ ହାଉସ ଚଳାଉଛନ୍ତି ।

(୪)ସମ୍ବିତ- ତେବେ ସମ୍ବିତ ଙ୍କ ପତ୍ନୀ ଜଣେ ମଡେଲର ଏବଂ ଇନ୍ସଟା ମାର୍କେଟିଂ ମଧ୍ୟ କରନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *