ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସରକାର ଙ୍କ ଦ୍ଵାରା ଜନ ହିତ ରେ ଜାରି କରା ଯାଇଥିବା ଦୁତୀୟ ଷ୍ଟେଜ କରୋନା ର ନୂଆ ଲକ୍ଷଣ ର ବିବରଣୀ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ କରୋନା ର ବର୍ତ୍ତମାନ ଭାରତ ରେ ଏକ ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ଯାହାକୁ ନେଇ ସମସ୍ତ ରାଜ୍ୟ ର ରାଜ୍ୟ ସରକାର ମାନେ ଚିନ୍ତିତ ଏବଂ ବ୍ୟଥିତ ମଧ୍ୟ । ତେବେ ସେମାନଙ୍କ ମଧ୍ୟରୁ କେତେକ ରାଜ୍ୟ ତାଙ୍କ ନିଜ ରାଜ୍ୟ ରେ ଲକଡାଉନ ମଧ୍ୟ ଜାରି କରିସାରିଛନ୍ତି । ତେବେ ଭାରତ ସରକାର ଙ୍କ ଦ୍ଵାରା ଦୁତୀୟ ଷ୍ଟ୍ରେନ କରୋନା ର ଲକ୍ଷଣ ଗୁଡିକ ଜନ ହିତ ରେ ଜାରି କରାଗଲା ।
(୧)ଦେହ ଦରଜ ହେବା ।
(୨) ଚର୍ମ କୁଣ୍ଡାଇ ହେବା ।
(୩) ଗଳା ଦରଜ ହେବା ସହ କଥା କହିବା ବେଳେ ଅସୁବିଧା ହେବ ।
(୪)ଆଖି ଲାଲ ହେବା।
(୫)ଝାଡା ବାନ୍ତି ହୋଇ ଡାଇରିଆ ହେବା ।
(୬)ଆଙ୍ଗୁଠି ର ରଙ୍ଗ ବଦଳିବା ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।