ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ନିଜ ଜୀବନ ସାଥି ଙ୍କୁ କେତେ ଭଲ ପାଅନ୍ତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କେଉଁ ରାଶିର ବ୍ୟକ୍ତି ନିଜ ଜୀବନ ସାଥି ଙ୍କୁ ଅଧିକ ଭଲ ପାଅନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

୧)ମେଷ- ଏହି ରାଶିର ବ୍ୟକ୍ତି ମାନେ ସବୁଠାରୁ ବିଶ୍ୱସ୍ତ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ପତ୍ନୀଙ୍କୁ ପ୍ରେମ କଲେ ସେ ବି ତାଙ୍କଠାରୁ ସେହିଭଳି ପ୍ରେମ ମଧ୍ୟ ପାଇବା ଆଶା କରିଥାନ୍ତି ।

(୨)ବୃଷ- ଏହି ରାଶିର ବ୍ୟକ୍ତି ମାନେ ଅଧିକ ଶାନ୍ତ ଏବଂ ଖୁଶ ମିଯାଜ ର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ କୁ ମାଧ୍ୟମ ଧରଣର ପ୍ରେମ କରନ୍ତି ।

(୩)ମିଥୁନ- ଏମାନେ ସବୁବେଳେ ହସଖୁସି ସ୍ଵଭାଵ ର ହୋଇଥାନ୍ତି । ଏମାନଙ୍କୁ ଯଦି ବୋରିଂ ସାଥି ମିଳିଯାଏ ତେବେ ଏମାନେ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି। ତେବେ ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀବନକୁ ବାଜି ଲଗାଇ ଭଲ ପାଆନ୍ତି ।

 

(୪)କର୍କଟ- ଏହି ରାଶିର ବ୍ୟକ୍ତି ମାନେ ସଦା ସର୍ବଦା ଭାବ ବିହ୍ଵଳିତ ହୋଇଯାଅନ୍ତି । ଏମାନେ ସବୁବେଳେ ନିଜ ପତ୍ନୀ ଙ୍କ ଠାରୁ କିଛି ନୂଆ ଭାବରେ ଭଲ ପାଇବାକୁ ଚାହାଁନ୍ତି ।

(୫)ସିଂହ-ଏମାନେ ଅତି ଜିଦଖୋର ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଭାରି ଆତ୍ମବିଶ୍ୱାସ ରହିଥାଏ । ଏମାନେ କେବେ କେବେବି ନିଜ ପତ୍ନୀ ଙ୍କୁ ନିରାଶ କରନ୍ତି ନାହିଁ ।

(୬)କନ୍ୟା-ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ନିଜ ସାଥି କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ଗର୍ବ କରୁଥିବା ସ୍ତ୍ରୀ ଲୋକ ମାନଙ୍କୁ ଏମାନେ କେବେ ପସନ୍ଦ କରନ୍ତି ନାହିଁ । ଯଦି ତାଙ୍କ ସ୍ତ୍ରୀ ଏହି ସ୍ଵଭାଵ ର ହୋଇଥିଲେ ସେ ତାଙ୍କ ପାଇଁ ବହୁତ ଖରାପ ହୋଇଯାଆନ୍ତି। 

 

(୭)ତୁଳା-ଏହି ରାଶିର ବ୍ୟକ୍ତି ମାନେ ନିଜର ସାଥି ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି । ଏମାନଙ୍କୁ ହାତ ମୁଠାରେ ରଖିବାକୁ ଚେଷ୍ଟା କଲେ ଏମାନେ ଆପଣଙ୍କୁ ଛାଡ଼ି ଚାଲିଯାଇ ମଧ୍ୟ ପାରନ୍ତି ।

(୮)ବିଛା- ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ନିଜ ସାଥି ର ପ୍ରେମ ରେ ଭାସିବାକୁ ପସନ୍ଦ କରନ୍ତି । 

(୯)ଧନୁ-ଏହି ରାଶିର ବ୍ୟକ୍ତି ମାନେ ନିଜ ସାଥି ମାନଙ୍କ ସହ ଭିନ୍ନ ଭିନ୍ନ ସମୟରେ ପ୍ରେମ କରିବାକୁ ପସନ୍ଦ କରନ୍ତି । ଏମାନେ ନିଜ ସାଥି ଙ୍କୁ ସବୁବେଳେ ଅନ୍ତର ରେ ରଖିବାକୁ ପସନ୍ଦ କରନ୍ତି ।

 

(୧୦)ମକର-ଏହି ରାଶିର ବ୍ୟକ୍ତି ମାନେ ସଦା ସର୍ବଦା ନିଜ ସାଥି ଠାରୁ ବିଶ୍ୱାସ ଏବଂ ଭଲପାଇବା ଚାହ୍ନିଥାନ୍ତି । ଏମାନେ ସବୁବେଳେ ନିଜ ସ୍ତ୍ରୀ ଙ୍କୁ ନିଜ ବାହୁ ରେ ବାନ୍ଧି ବାକୁ ଚେଷ୍ଟା କରନ୍ତି ।

(୧୧)କୁମ୍ଭ- ଏମାନେ ସ୍ୱଚ୍ଛ ଏବଂ ପବିତ୍ର ମନୋଭାବ ର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀଙ୍କୁ ସବୁବେଳେ ଅନ୍ତର ରେ ଏକ ସ୍ଥାନ ସବୁବେଳେ ରଖିଥାନ୍ତି ।

(୧୨)ମୀନ- ଏମାନେ ଭାରି ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *