ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ପ୍ରେମ ରେ କେତେ ମାହିର….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଶି ମାନଙ୍କ ବିଷୟରେ ଏବଂ ସେମାନେ ପ୍ରେମ ରେ କେତେ ମାହୀର ସେ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

(୧)ମେଷ- ଏହି ରାଶିର ବ୍ୟକ୍ତି ମାନେ ସବୁଠାରୁ ବିଶ୍ୱସ୍ତ ହୋଇଥାନ୍ତି । ଏମାନଙ୍କୁ ଆପଣ ସବୁବେଳେ ପ୍ରେମ କଲେ ଆପଣ ବି ଏମାନଙ୍କ ଠାରୁ ସେହିଭଳି ପ୍ରେମ ମଧ୍ୟ ପାଇ ପାରିବେ ।

(୨)ବୃଷ- ଏହି ରାଶିର ବ୍ୟକ୍ତି ମାନେ ଅଧିକ ଶାନ୍ତ ଏବଂ ଖୁଶ ମିଯାଜ ର ହୋଇଥାନ୍ତି । ଏମାନେ ଧନୁ ରାଶିର ବ୍ୟକ୍ତି ଙ୍କୁ ବାହାହେବା କଥା ନୁହେଁ ।

(୩)ମିଥୁନ- ଏମାନେ ସବୁବେଳେ ହସଖୁସି ସ୍ଵଭାଵ ର ହୋଇଥାନ୍ତି । ଏମାନଙ୍କୁ ଯଦି ବୋରିଂ ସାଥି ମିଳିଯାଏ ତେବେ ଏମାନେ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି। ଏମାନେ କେବେହେଲ ମକର ରାଶିର ବ୍ୟକ୍ତି ଙ୍କୁ ଵିଵାହ କରିବା ଉଚିତ ନୁହେଁ ।

 

(୪)କର୍କଟ- ଏହି ରାଶିର ବ୍ୟକ୍ତି ମାନେ ସଦା ସର୍ବଦା ଭାବ ବିହ୍ଵଳିତ ହୋଇଯାଅନ୍ତୁ । ତେବେ ଏମାନେ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ସହ ବିବାହ କରିବା ଅନୁଚିତ ।

(୫)ସିଂହ-ଏମାନେ ଅତି ଜିଦଖୋର ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଭାରି ଆତ୍ମବିଶ୍ୱାସ ରହିଥାଏ । ଏମାନେ କେବେ କାହାକୁ ନିରାଶ କରନ୍ତି ନାହିଁ ।

(୬)କନ୍ୟା-ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ନିଜ ସାଥି କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି । କିନ୍ତୁ ଗର୍ବ କରୁଥିବା ଲୋକ ମାନଙ୍କୁ ଏମାନେ କେବେ ପସନ୍ଦ କରନ୍ତି ନାହିଁ ।

 

(୭)ତୁଳା-ଏହି ରାଶିର ବ୍ୟକ୍ତି ମାନେ ନିଜର ସାଥି ସହ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି । ଏମାନଙ୍କୁ ହାତ ମୁଠାରେ ରଖିବାକୁ ଚେଷ୍ଟା କଲେ ଏମାନେ ଆପଣଙ୍କୁ ଛାଡ଼ି ଚାଲିଯାଇ ମଧ୍ୟ ପାରନ୍ତି ।

(୮)ବିଛା- ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ନିଜ ସାଥି ର ପ୍ରେମ ରେ ଭାସିବାକୁ ପସନ୍ଦ କରନ୍ତି । ଏମାନଙ୍କ ର ମେଷ ରାଶିର ବ୍ୟକ୍ତି ସହ ଆଦୌ ପଡେ ନାହିଁ ।

(୯)ଧନୁ-ଏହି ରାଶିର ବ୍ୟକ୍ତି ମାନେ ନିଜ ସାଥି ମାନଙ୍କ ସହ ଭିନ୍ନ ଭିନ୍ନ ସମୟରେ ପ୍ରେମ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ ର ସିଂହ ରାଶି ସହ ଆଦୌ ପଡେ ନାହିଁ ।

 

(୧୦)ମକର-ଏହି ରାଶିର ବ୍ୟକ୍ତି ମାନେ ସଦା ସର୍ବଦା ନିଜ ସାଥି ଠାରୁ ବିଶ୍ୱାସ ଏବଂ ଭଲପାଇବା ଚାହ୍ନିଥାନ୍ତି । ଏମାନେ କେବେହେଲେ ବୃଷ ରାଶି ସହ ପଡେ ନାହିଁ ।

(୧୧)କୁମ୍ଭ- ଏମାନେ ସ୍ୱଚ୍ଛ ଏବଂ ପବିତ୍ର ମନୋଭାବ ର ହୋଇଥାନ୍ତି । ଏମାନଙ୍କର କେବେହେଲେ ତୁଳା ରାଶି ସହ ସମ୍ପର୍କ ରଖିବା ଉଚିତ ନୁହେଁ ।

(୧୨)ମୀନ- ଏମାନେ ଭାରି ରୋମାନ୍ସ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ସାଥି ଅତ୍ୟନ୍ତ ଭାଗ୍ୟଶାଳୀ ଅଟନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *