ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଶାଶୂଘରେ ପ୍ରଥମ ଦିନ କେମିତି କଟିଲା ଆସନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ସଭ୍ୟସାଚୀ ଏବଂ ଅର୍ଚ୍ଚିତା ଓଲିଉଡ ବହୁ ଚର୍ଚ୍ଚିତ ହିଟ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଦୁହି ଜଣକ ବିବାହ କୁ ନେଇ ଲାଗିଥିବା କଳ୍ପନା ଜଳ୍ପନା ର ଅନ୍ତଃ ଘଟିଛି । ଦୁହିଁ ଜଣ ପରସ୍ପର କୁ ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ହୋଟେଲ ରେ ବିବାହ ସମାପ୍ତ ହୋଇଛି । ତେବେ ଆର ମାସ ରେ ହାଇଲାଇଟ ନକରି କରାଯାଇଥିଲା ନିର୍ବନ୍ଧ ।
ରାଜସ୍ଥାନ ରେ ବିଳାସ ପୂର୍ଣ ଭାବରେ ବାହାଘର ସମ୍ପର୍ଣ୍ଣ ହୋଇଥିଲା । ଅର୍ଚ୍ଚିତା ଙ୍କ ଶାଶୁ ଘରେ ପ୍ରଥମ ଦିନ ଖୁବ ଖୁସି ରେ କଟିଛି ଅର୍ଚ୍ଚିତା କହିଛନ୍ତି ମୁ ସବ୍ୟ ଙ୍କୁ ପାଇଁ ବହୁତ ଖୁସି । ଅର୍ଚ୍ଚିତା ଙ୍କୁ ଗୃହ ପ୍ରବେଶ ପୂର୍ବରୁ ବନ୍ଧାପନା କରି ନେଇ ଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।