ଜାଣନ୍ତୁ ଗାଡି ର ମାଇଲେଜ ବଢାଇବାର କିଛି ପ୍ରୋ ଟିପ୍ସ ଏବଂ ତ୍ରିକ୍ସ । ଯାହାକୁ ମାନିବା ଦ୍ୱାରା ଆପଣ ଆପଣଙ୍କ ଗାଡିର ମାଇଲେଜ ବୃଦ୍ଧି କରାଇ ପାରିବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏଭଳି କିଛି ତ୍ରିକ୍ସ ସମ୍ପର୍କରେ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ଇନ୍ଧନ ବଞ୍ଚାଇବା ସହିତ ନିଜର ଗାଡି ର ମାଇଲେଜ ବୃଦ୍ଧି କରି ପାରିବେ ସେ ବିଷୟରେ ଆପଣଙ୍କୁ ଅବଗତ କରାଇବାକୁ ଯାଉଛୁ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ସମୟରେ ତୈଳ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ସାଧାରଣ ଖାଉଟି ମୁଣ୍ଡରେ ଚଡକ ପଡିବା ସଙ୍ଗେ ସମାନ । ତେବେ ପ୍ରଥମେ ଆପଣ ଗାଡି କୁ ସବୁବେଳେ ମୋବିଲ କିମ୍ବା ଗିଅର ସିଷ୍ଟମ କୁ ସବୁବେଳେ ସଠିକ କରି ରଖନ୍ତୁ ।

 

ଏହା ସହିତ ଟ୍ରାଫିକ ରେ ଗଲା ବେଳେ ରେଡ଼ ଲାଇଟ ଆସିଲେ ଗାଡି ଚାବି ବନ୍ଦ କରିଦେବା ଉଚିତ ।ଗାଡି ର ଟାୟାର ରେ ସବୁବେଳେ ପ୍ରେସର ଚେକ କରି ଗାଡି ଚଲାଇବା ଉଚିତ । ସବୁବେଳେ ଟ୍ରାଫିକ ଆପ ବ୍ୟବହାର କରି ଅଳ୍ପ ବାଟରେ ଗନ୍ତବ୍ୟ ସ୍ଥଳ ରେ ପହଁଚିବା ରେ ସାହାଯ୍ୟ କରିଥାଏ। ଆଦି ସବୁ କାର୍ଯ୍ୟ କରିବା ଦ୍ୱାରା ଗାଡି ର ଇଞ୍ଜିନ ସଠିକ ରହିବା ସହିତ ମାଇଲେଜ ଭଲ ଦେଖାଇଥାଏ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *