ଜାଣନ୍ତୁ ଡ୍ରାଇଭିଂ ଲାଇସେନ୍ସ କରିବାର ଉପାୟ । ତେବେ ଏହି ଉପାୟ ରେ ଅନଲାଇନ ରେ କରିପାରିବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଆପଣ ଏହି ଉପାୟ ରେ ଡ୍ରାଇଭିଂ ଲାଇସେନ୍ସ ଆପ୍ଲାଏ କରିପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ବର୍ତ୍ତମାନ ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେତେ ପାଲା ଚାଲିଛି । ସବୁଆଡେ ଲାଇସେନ୍ସ ଙ୍କୁ ନେଇ ଧରା ପକଡା ଚାଲିଛି । ତେବେ ଏହା ଭିତରେ  ଆପଣଙ୍କୁ କହିବାକୁ ଚାହଁଉଛୁ ଯେ । ଲାଇସେନ୍ସ କରିବା ବହୁତ ସହଜ ହୋଇଯାଇଛି । ସରକାର ଙ୍କ ନିୟମ ଅନୁସାରେ ଆପଣ ବର୍ତ୍ତମାନ ଅନଲାଇନ ରେ ଅତି ସହଜ ଏବଂ ସରଳ ଭାବେ ଆପଣଙ୍କର ଲାଇସେନ୍ସ କୁ ଆପ୍ଲାଏ କରିପାରିବେ ।

ତେବେ ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବା ପୂର୍ବରୁ ଆପଣଙ୍କୁ ଲରନିଙ୍ଗ ଲାଇସେନ୍ସ ର ଆବଶ୍ୟକତା ଅଛି । ସେଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ରେ ଯାଇ parivahan,gov,in କୁ ଗୁଗୁଲ ରେ ସର୍ଚ୍ଚ କରି ଲରନିଙ୍ଗ ଆପ୍ଲାଏ କରିପାରିବେ । 

ଲରନିଙ୍ଗ ରେ ଉତ୍ତୀର୍ଣ୍ଣ ହେଲା ପରେ ଆପଣଙ୍କୁ ଏକ ନୋଟିସ ଆସିବ । ଏହାର ମାସେ ପରେ କିମ୍ବା ଲରନିଙ୍ଗ ଆସିବାର 6 ମାସ ମଧ୍ୟରେ ଆପଣ ସେହି ୱେବ ସାଇଟ ରୁ ଯାଇ ଡ୍ରାଇଭିଂ ଲାଇସେନ୍ସ ଆପ୍ଲାଏ କରିପାରିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *