ଜାଣନ୍ତୁ ପର୍ସ ରେ ଏହି ଜିନିଷ ରଖିଲେ କୋଟିପତି ଏହି ଜିନିଷ ରଖିଲେ ପର୍ସ ଫାଙ୍କା…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜିର ର ଅନୁଚିନ୍ତା ରେ ଜାଣିବା ପର୍ଶ୍ ରେ କଉ ଜିନିଷ ରଖିବା ଦ୍ଵାରା ଧନ ବୃଦ୍ଧି ହେଇଥାଏ ଏବଂ କଣ କଲେ ଧନ ବୃଦ୍ଧି ହେଇଥାଏ । ସମସ୍ତ ତଥ୍ୟ ଜାଣିବା ପାଇଁ ଆମ ଖବର କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

 

ଆପଣ ଭାବନ୍ତି ଆପଣ ସକାଳେ ପର୍ଷ୍ ରେ ଟଙ୍କା ଭର୍ତି କରି ନେଉଛନ୍ତି ସନ୍ଧ୍ୟା ରେ ଆଉ ପର୍ଶ ରେ ଟଙ୍କା ନ ଥାଏ ଏଥି ପାଇଁ କଣ କରିବାକୁ ପଡ଼ିବ ବା କଣ କଲେ ଆମ ପାର୍ଷ୍ ସବୁ ବେଳେ ଟଙ୍କା ଭରପୁର ହଇ ରହିବ ।

 

ଆପଣ ଜଉ ପର୍ଷ ୟୂଜ୍ କରୁଛନ୍ତି ତାକୁ ପ୍ରତି ବର୍ଷ ବଦଳାଇ ଦିଅନ୍ତୁ ଭଲ ଥାଉ କୁ ନ ଥାଉ ବର୍ଷ କୁ ଥରେ ବଦଳେଇ ଦିଅନ୍ତୁ । ଜଣେ ଜଣେ ଭାବନ୍ତି ଏହି ପର୍ସ୍  ଟି ମ ପାଇଁ ଲକି ତାକୁ ବଦଳାନ୍ତୁ ନାହିଁ ଏହା ଭୁଲ ଧାରଣା ଏହାକୁ ବଦଳେଇବା ନିହାତି ଆବଶ୍ୟକ। କାରଣ ଆପଣ ଜାଣିଥିବେ ଲକ୍ଷ୍ମୀ ସବୁବେଳେ ସୁନ୍ଦର ଏବଂ ପରିଷ୍କାର ଜାଗା ରେ ରହିବାକୁ ଭଲ ପାଆନ୍ତି ତେଣୁ ପୁରୁଣା ପର୍ଶ୍ ବଦଳାଇବା ନିହାତି ଆବଶ୍ୟକ। ଏବଂ ଆପଣ ବର୍ଷ କ ଭୀତ ରେ ମଝି ରେ ମଝିରେ ପର୍ଷ୍ କୁ ହଳଦୀ ପାଣି ରେ ଧୁଇଦିଅନ୍ତୁ ଏହା ଆପଣ ଙ୍କ ପାଇଁ ଭଲ ।ଯଦି ପର୍ଷ୍ ଫାଟି ଯାଉଚି ତେବେ ପର୍ଷ୍ କୁ ବଦଳାଇ ଦିଅନ୍ତୁ । ପର୍ଷ୍ ଭୀତ ରେ କୌଣସି ଫୋଟୋ ରଖନ୍ତୁ ନାହିଁ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *