ଜାଣନ୍ତୁ ବଲିଉଡ ର ୧୦ ଜଣ ଖଳନାୟକ ଏବଂ ତାଙ୍କ ପୁଅ କିମ୍ବା ଝିଅ ମାନଙ୍କ ବିଷୟରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ବଲିଉଡ ର ୧୦ ଜଣ ଖଳନାୟକ ଏବଂ ତାଙ୍କ ପୁଅ କିମ୍ବା ଝିଅ ମାନଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । ତେବେ ଆସନ୍ତୁ ଜାଣିବା 

 

(୧)ପ୍ରଥମେ ଅଛନ୍ତି ଜ୍ୟାକି ସରଫ ତେବେ ସେ ହିରୋ ହେବା ସହ ବହୁ ଫିଲ୍ମ ରେ ଖଳନାୟକ ଭୂମିକା ରେ ମଧ ଅଭିନୟ କରିଛନ୍ତି । ତେବେ ତାଙ୍କ ପୁଅ ଟାଇଗର ବି ଜଣେ ଫିଲ୍ମ ଅଭିନେତା ।

(୨)ଦ୍ୱିତୀୟ ରେ ଅଛନ୍ତି ସୁନୀଲ ସେଠି ତେବେ ସୁନୀଲ ଙ୍କ ପୁଅ ଆହାନ ଏବଂ ଆଥିଆ ଉଭୟ ଜଣେ ଜଣେ ଦିଗଜ ଅଭିନେତା ।

(୩) ତେବେ ତୃତୀୟ ରେ ଅଛନ୍ତି ଶକ୍ତି କପୁର । ତେବେ ତାଙ୍କ ଝିଅ ଶ୍ରଦ୍ଧା କପୁର ବର୍ତ୍ତମାନ ବଲିଉଡ ର ଜଣେ ଅଭିନେତା ଭାବରେ ପରିଚିତ ।

 

(୪) ଚତୁର୍ଥ ରେ ଅଛନ୍ତି ସଞ୍ଜୟ ଦତ୍ତ । ତେବେ ତାଙ୍କର ପୁଅ ଝିଅ ବର୍ତ୍ତମାନ ସ୍କୁଲ ରେ ପଢୁଛନ୍ତି ।

(୫) ପଞ୍ଚମ ରେ ଅଛନ୍ତି କିରଣ କୁମାର ତେବେ ତାଙ୍କ ପୁଅ ସୋର୍ୟ ଲଣ୍ଡନ ରେ ଏକ ବ୍ୟାଙ୍କ ର ମ୍ୟାନେଜର ଅଟନ୍ତି ।

(୬) ଷଷ୍ଠ ରେ ଅଛନ୍ତି ପରେଶ ରାବଲ ତେବେ ତାଙ୍କ ଦୁଇ ପୁଅ ଅନିରୁଦ୍ଧ ଏବଂ ଆଦିତ୍ୟ ଜଣେ ଫୁଟୁବଲର ଏବଂ ଆଉ ଜଣେ ଇଞ୍ଜିନିୟର ।

 

(୭) ସପ୍ତମ ରେ ଅଛନ୍ତି ଡାନି ତେବେ ଡେନି ଙ୍କ ର ଝିଅ ପେମା ଏହି ବର୍ଷ ବଲିଉଡ ରେ ପାଦ ଦେବାକୁ ଯାଉଛନ୍ତି ।

(୮) ଅଷ୍ଟମ ରେ ଅଛନ୍ତି ଅମଜଦ ଖାନ ତାଙ୍କ ପୁଅ ଶାହଜାଦ ମଧ୍ୟ ଜଣେ ଅଭିନେତା ଅଟନ୍ତି ।

(୯) ନବମ ରେ ଅଛନ୍ତି ମ୍ୟାକ ମୋହନ ତେବେ ତାଙ୍କର ପୁଅ ଭିକ୍ରାନ୍ତ ଜଣେ ଅଭିନେତା ।

(୧୦) ଦଶମ ରେ ଅଛନ୍ତି ମୁକେଶ ଋଷି ତେବେ ମୁକେଶ ଙ୍କ ପୁଅ ରାଘବ ମଧ୍ୟ ଜଣେ ଅଭିନେତା ଅଟନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *