ଜାଣନ୍ତୁ ଭିଟାମିନ ର ଅଭାବ ଏବଂ ଲକ୍ଷଣ  ଏବଂ ଏଥିରୁ ଭଲ ହେବା ପାଇଁ ଆବଶ୍ୟକ ଫଳ ଏବଂ ପରିବା ବିଷୟରେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭିଟାମିନ ର ଅଭାଵ ଲକ୍ଷଣ ଏବଂ ଏଥିରୁ କିଭଳି ଭାବେ ସୁସ୍ତ ହୋଇ ପାରିବେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଶରୀର ପାଇଁ ଭିଟାମିନ ର ଆଵଶ୍ୟକତା ପ୍ରଚୁର ମାତ୍ରା ରେ ରହିଅଛି । ଭିଟାମିନ ବିନା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । ତେବେ ପ୍ରଥମେ ଯଦି ଆପଣଙ୍କ ର ନିଦ ହେଉନାହିଁ ତେବେ ଜାଣି ନିଅନ୍ତୁ ଆପଣଙ୍କ ର ପୋଟାସିୟମ ବହୁ ମାତ୍ରାରେ ଆବଶ୍ୟକତା ଅଛି । ସେଥିପାଇଁ ଏଥିରୁ ରକ୍ଷା ପାଇବା ପାଇଁ ଆପଣ ପଇଡ଼ ପାଣି, ବିଟ, ତରଭୁଜ ଆଦି ଖାଇ ପାରିବେ। 

 

 ତେବେ ଯଦି ଆପଣଙ୍କ ର ଶରୀର ରେ ଚର୍ମ ସୁଖୀ ଯାଉଛି ତେବେ ଆପଣଙ୍କ ର ଭିଟାମିନ E ମାତ୍ରା କମି ଯାଇଛି । ସେଥିପାଇଁ ଆପଣ ପ୍ରଚୁର ମାତ୍ରା ରେ ପାଳଙ୍ଗ ଶାଗ ଏବଂ ବାଦାମ ଖାଇ ପାରିବେ। ତେବେ ଯଦି ଆପଣଙ୍କୁ ମିଠା ଖାଇବାକୁ ବାରମ୍ବାର ଇଚ୍ଛା ହେଉଛି ତେବେ ଆପଣଙ୍କ ଶରୀର ରୁ ଗ୍ଲୁକୋଜ ର ମାତ୍ରା କମି ଯାଉଛି ସେଥିପାଇଁ ଆପଣଙ୍କୁ ମହୁ କିମ୍ବା ଫଳ ର ସେବନ କରିବା କଥା । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *