ଜାଣନ୍ତୁ ମାଳିସାହି ର ମୁଖ୍ୟ କିଏ ? ତାଙ୍କ ମାସିକ ରୋଜଗାର କେତେ ? ତାଙ୍କ ଜୀବନ ଶୈଳୀ କିପରି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମାଳିସାହି ର ମୁଖ୍ୟ କିଏ ଏବଂ ତାଙ୍କର ମାସିକ ରୋଜଗାର କେତେ ସେ ସମ୍ପର୍କରେ କହିବାକୁ ଯାଉଛି  ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ଆପଣ ମାନେ ମାଳିସାହି ବିଷୟରେ ତ କିଛି ନା କିଛି ଜାଣିଥିବେ । ତେବେ ସେଠାରେ ବହୁ ଝିଅ ସ୍ତ୍ରୀ ଲୋକ ମାନେ ରହି ନିଜ ଶରୀର କୁ ବେପାର କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ମାଳିସାହି ରେ  ସମସ୍ତ ଦେହ ବେପାରୀ ମାନଙ୍କ ଜଣେ ମୁଖ୍ୟ ଅଛନ୍ତି । ତେବେ ତାଙ୍କର  ନାମ ହେଉଛି ରଙ୍ଗ ଅପା । ତେବେ ରଙ୍ଗ ଅପା ମାଳିସାହି ର ସମସ୍ତ ଦେହ ଯିବି ଙ୍କ ଦୁଃଖ ସୁଖ ଭଲ ମନ୍ଦ ସବୁବେଳେ ତାଙ୍କ ସହିତ ରହିଥାନ୍ତି । 

 

ଆଉ ସମସ୍ତେ ମଧ୍ୟ ତାଙ୍କର ସ୍ନମାନ କରନ୍ତି । ତେବେ ପୂର୍ବରୁ ତାଙ୍କର ମା ଏହି ମାଳିସାହି ର ମୁଖ୍ୟ ଥିଲେ । ତାଙ୍କ ପରେ ରଙ୍ଗ ଅପା ମାଳିସାହି ର ମୁଖ୍ୟ ହେଲେ ବୋଲି ଯାହା ଲୋକ କଥା ଶୁଣାଯାଇଥାଏ । ତେବେ ସେହିଭଳି ତାଙ୍କର ମାସିକ ରୋଜଗାର ୨ ଲକ୍ଷ ଟଙ୍କା ଏବଂ ସେ ଭୁବନେଶ୍ୱର ର ବାଣୀବିହାର ନିକଟରେ ଏକ ସୁନ୍ଦର ଘର କରି ସେଠାରେ ବସ ବାସ କରନ୍ତି । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *