ଜାଣନ୍ତୁ ସାଉଥ ଆକଟ୍ରେସ ଅନୁପମା ପରମେଶ୍ୱରମ ଭାରତ କ୍ରିକେଟ ଦଳ ର କେଉଁ ଖେଳାଳି ସହ ବାହା ହେବାକୁ ଯାଉଛନ୍ତି . ..

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାଉଥ ର ସୁପରଷ୍ଟାର ଅନୁପମା ପରମେଶ୍ବରମ ଭାରତ ଦଳ ର କେଉଁ କ୍ରିକେଟ ର ଙ୍କ ସହ ବାହା ହେବାକୁ ଯାଇଛନ୍ତି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ସାଉଥ ର ସୁପରଷ୍ଟାର ଅନୁପମା ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ଅନୁପମା ଙ୍କ ବୋହୁ ସାଉଥ ର ଚଳଚ୍ଚିତ୍ର ର ହିରୋ ମାନଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା ଏ ସବୁ କି ମିଛ ପ୍ରମାଣିତ କରିଛନ୍ତି । ସାଉଥ ର ଏହି ସୁନ୍ଦର ହିରୋଇନ ଜଣକ । ତେବେ ସାଉଥ ମିଡ଼ିଆ ରେ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହି ହିରୋଇନ ଙ୍କ ର ଅନ୍ୟ ହିରୋଇନ ମାନଙ୍କ ତୁଳନା ରେ ବହୁତ ଶାନ୍ତ ଏବଂ ଏକା ରହିବାକୁ ପସନ୍ଦ କରନ୍ତି । 

 

ତେବେ ତାଙ୍କର ଏତେ ଭଲ ଗୁଣ କୁ ବୋଧେ ଭାରତୀୟ କ୍ରିକେଟ ଦଳ ର ତଥା ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟର ମାନଙ୍କ ମଧ୍ୟରେ ଥିବା ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ହରା ପସନ୍ଦ କରି ଯାଇଛନ୍ତି । ତେବେ ତାଙ୍କ ବାହାଘର ଜଲଦି ହେବ ବୋଲି ଗୁପ୍ତ ଗଣ ମାଧ୍ୟମ ରୁ ସୂଚନା ମିଳୁଥିବାର ଜଣା ପଡ଼ିଛି । ଜାହାକୁ ନେଇ କୌଣସି ମନ୍ତବ୍ୟ ଦେବା ଲାଗି ମନା କରିଦେଇଛନ୍ତି ଦୁହିଁ   ଜଣ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *