ଜାଣନ୍ତୁ ‘ସିନ୍ଦୁର ର ଅଧିକାର’ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା ହିରୋଇନ ପୁର୍ବୀ ଙ୍କ ପରିବାର ସମ୍ପର୍କରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ତରଙ୍ଗ ରେ ପ୍ରସାରିତ ହେଉଥିବା ‘ସିନ୍ଦୁର ର ଅଧିକାର’ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା ହିରୋଇନ ପୁର୍ବୀ ଙ୍କ ପରିବାର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ଆପଣ ମାନେ ତ ତରଙ୍ଗ ରେ ପ୍ରସାରିତ ହେଉଥିବା ସିରିଏଲ ସିନ୍ଦୁର ର ଅଧିକାର ସମ୍ପର୍କରେ ଜାଣିଥିବେ । ତେବେ ସେଥିରେ ବର୍ତ୍ତମାନ ନୂତନ ଭାବେ ଏଣ୍ଟ୍ରି କରିଥିବା ପୁର୍ବୀ ଙ୍କୁ ବି ଜାଣିଥିବେ ।କଣ ଆପଣ ତାଙ୍କ ବିଷୟରେ କିଛି ଜାଣିଛନ୍ତି । ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ପୁର୍ବୀ ଙ୍କ ବିଷୟରେ । ତେବେ ପୁର୍ବୀ ଙ୍କ ଅସଲ ନାମ ହେଉଛି  ସୂଚରିତା । 

 

ତେବେ ସେ ଭୁବନେଶ୍ୱର ରେ ରହି ପାଠ ପଢିବା ସହ ଅକ୍ତିଙ୍ଗ ମଧ୍ୟ କରୁଛନ୍ତି । ତେବେ ତାଙ୍କର ପ୍ରକୃତ ଘର ହେଉଛି ବରମପୁର ଜିଲ୍ଲା ରେ । ତେବେ ସେ ଭାରି ଶାନ୍ତ ଏବଂ ସବୁବେଳେ କିଛି ନା କିଛି କାର୍ଯ୍ୟ କରିବା ପାଇଁ ଭଲ ପାଆନ୍ତି । ସେଥିପାଇଁ ତ ସେ ଏତେ କମ ବୟସ ରୁ ଆସି ନିଜର ସ୍ୱପ୍ନ ପୁରଣ କରିବା ପାଇଁ ଲାଗିପଡିଲେଣି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *