ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ସ୍ପୁଟନିକ-ଭି କରୋନା ଟିକାର ମୂଲ୍ୟ । ଏବଂ ଏହା କାହାକୁ ମିଳିବ ମାଗଣା ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ମୁଁ ଆପଣଙ୍କୁ କହି ଦେବାକୁ ଚାହଁଉଛି ଯେ ।
କିପରି ଆପଣ ଯଦି କରୋନା ଟୀକା ନେବାକୁ ଚାହଁଉଛନ୍ତି ତେବେ ଏହା କିପରି ଆପଣଙ୍କୁ ମାଗଣା ରେ ମିଳିପାରିବ । ତେବେ ରୁଷର ସ୍ପୁଟନିକ-୫ ଟିକା ୯୫% ପ୍ରଭାବୀ ପ୍ରମାଣିତ ହୋଇଛି । କ୍ଲିନିକାଲ ଟ୍ରାଏଲ୍ର ଦ୍ୱିତୀୟ ମଧ୍ୟବର୍ତ୍ତିକାଳୀନ ବିଶ୍ଳେଷଣ ରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଆମେରିକା ର ମଡେର୍ଣ୍ଣା ଓ ଫାଇଜର ଟିକା ୯୫% ପ୍ରଭାବୀ ବୋଲି ରିପୋର୍ଟ ଆସିଥିଲା । ସେହିଭଳି ଅକ୍ସଫୋର୍ଡ ଟିକା ୯୦% ପର୍ଯ୍ୟନ୍ତ ପ୍ରଭାବୀ ବୋଲି କୁହାଯାଉଛି ।
ସ୍ପୁଟନିକ-୫ ଟିକା ପ୍ରସ୍ତୁତ କରିଥିବା ରୁଷର ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି କହିଛି ଯେ ଟିକାର ପ୍ରଥମ ଡୋଜ୍ ଦିଆଯିବାର ୨୮ ଦିନ ପରେ ଏହା ୯୧.୪% ପ୍ରଭାବୀ ପ୍ରମାଣିତ ହୋଇଥିଲା । ପ୍ରଥମ ଡୋଜ୍ର ୪୨ ଦିନ ପରେ ଟିକାଟି ୯୫% ପ୍ରଭାବୀ ସାବ୍ୟସ୍ତ ହୋଇଛି । ଟିକାର ଦୁଇଟି ଡୋଜ୍ ୩୯ ସଂକ୍ରମିତଙ୍କ ସମେତ ୧୮,୭୯୪ ଅନ୍ୟ ରୋଗୀଙ୍କୁ ଦିଆଯାଇଥିଲା ।
ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଏହି ଟିକାର ଦାମ ୭୦୦ ଟଙ୍କାରୁ କମ୍ ରହିବ । ବିଦେଶରେ ଟିକା ଉତ୍ପାଦନ ଓ ପ୍ରୋତ୍ସାହନ କଥା ବୁଝୁଥିବା ରଷିଆନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ (ଆର୍ଡିଆଇଏଫ୍)ର ମୁଖ୍ୟ କିରିଲ ଦିମିତ୍ରିଏଭ କହିଛନ୍ତି, ଅନ୍ୟ ଟିକା ତୁଳନାରେ ସ୍ପୁଟନିକ-୫ ଟିକାର ମୂଲ୍ୟ ବେଶ୍ କମ୍ ରହିବ ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।