ଜାଣନ୍ତୁ ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିବାର ଅର୍ଥ ବିଷୟରେ । ଏହାକୁ ନେଇ କଣ ରହିଛି ଲୋକକଥା ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ସ୍ୱପ୍ନ ରେ ଭଗବାନ ଙ୍କୁ ଦେଖିବାର ଅର୍ଥ , ଏହାକୁ ନେଇ କଣ ରହିଛି ଲୋକକଥା ବିଷୟରେ କହିବାକୁ ଯାଉଛୁତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ ଆପଣ ମାନେ କେବେହେଲେ ଭଗବାନ ଙ୍କୁ ନିଜର ସ୍ୱପ୍ନ ରେ ଦେଖିଛନ୍ତି।  ତେବେ ଆପଣ ମାନଂକ ମଧ୍ୟରୁ ଅନେକ ନାଁ କହିବେ । କାରଣ ଭଗବାନ ବହୁତ କମ ଲୋକ ମାନଙ୍କ ସ୍ୱପ୍ନ ରେ ଦର୍ଶନ ଦେଇଥାନ୍ତି ।  କିନ୍ତୁ ଆପଣ ସ୍ୱପ୍ନ ରେ ମନ୍ଦିର ଦେଖିବେ କିନ୍ତୁ ଭଗବାନ ଙ୍କୁ ଦେଖିବା ଅତ୍ୟନ୍ତ କଷ୍ଟକର । ତେବେ ଯଦି ଭଗବାନ ଆପଣଙ୍କ ସ୍ୱପ୍ନ ରେ ଆସିଥାନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲିଗଲା ବୋଲି ଜାଣ ।

ତେବେ ଲୋକପ୍ରଥା ବା ପୁରାଣ ରେ ବର୍ଣିତ ଅଛି ଯେ ଯଦି ଆପଣ ଭଗବାନ ଙ୍କୁ ନିଜ ସ୍ୱପ୍ନ ରେ ଦେଖନ୍ତି ଏହାର ଅର୍ଥ ଭଗବାନ ଆପଣଙ୍କର କିଛି ମନସ୍କାମନା ପୂରଣ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଭଗବାନ ଙ୍କୁ ଦେଖିଲେ କଣ ଫଳ ମିଳିଥାଏ । ତେବେ ଯଦି ଆପଣ ଶିବ ଙ୍କୁ ଦର୍ଶନ କଲେ ରୋଗ ,ମାତା ଲକ୍ଷ୍ମୀ ଏବଂ ନାରାୟଣ ଙ୍କୁ ଦର୍ଶନ କଲେ ଧନ ସେହିଭଳି ହନୁମାନ କିମ୍ବା ମାତା କାଳୀ କିମ୍ବା ଅନ୍ୟ କୌଣସି ଦେବୀ ଙ୍କୁ ଦର୍ଶନ କଲେ ଶତ୍ରୁ ବିନାଶ , କାର୍ଯ୍ୟ ରେ ସଫଳତା ମିଳିଥାଏ  ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *