ଜାଣନ୍ତୁ IPL ୨୦୨୧ ରେ କେଉଁ ଦଳକୁ କିଏ ଗଲା କାହାକୁ ରଖିଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ୨୦୨୧ IPL  ସମ୍ବନ୍ଧରେ । କେଉଁ ଦଳ କେଉଁ କେଉଁ ପ୍ଲେଆର ଙ୍କୁ ଛାଡି ବାକୁ ଯାଉଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଚଳିତ ବର୍ଷ ipl ସିଜିନ ରେ ମୁମ୍ବାଇ ଭଲ ଖେଳି ୫ମ ଥର ପାଇଁ ipl ଟ୍ରଫି ହାସଲ କରିଛି । 

 

ସେହି ସ୍ଥଳେ ଚେନ୍ନାଇ ନିଜର ସମ୍ପୂର୍ଣ୍ଣ ipl ଇତିହାସ ରେ ଏହି ଥର ସବୁଠାରୁ ଖରାପ ଖେଳି ନିଜ ପଏଣ୍ଟ ଟେବୁଲ ରେ ତଳ ଆଡେ ରହିଥିଲା । ସେହିଭଳି ବାଙ୍ଗାଲୋର ipl ରେ ପ୍ଲେଅଫ କୁ ଯାଇ ମଧ୍ୟ ଭଲ ପ୍ରଦର୍ଶନ ନ କରି ପାରି ହାରି ଯାଇଥିଲା । ସେଥିପାଇଁ ଆସନ୍ତୁ ଜାଣିବା ଆର ବର୍ଷ ipl ଦଳ ରେ ବାଙ୍ଗାଲୋର ନିଜର  କେଉଁ  ପ୍ଲେଆର ମାନଙ୍କୁ ଛାଡି ବାକୁ ଯାଉଛି । ଆଇପିଏଲ ୨୦୨୦ ରେ ଆରସିବିର ଆରମ୍ଭ ବହୁତ ଭଲ ଥିଲା, କିନ୍ତୁ ଶେଷରେ ଦଳ ଖାସ ଖେଳି ନଥିଲା । 

 

ପୁଣିଥରେ ଦଳରେ ବୋଲରଙ୍କ ସମସ୍ୟା ଦେଖାଗଲା । ଦଳରେ ଡେଲ ଷ୍ଟେନ, ମୋଇନ ଅଲ୍ଲୀ ଓ ଉମେଶ ଯାଦବଙ୍କୁ ୨୦୨୧ ପାଇଁ ରିଲିଜ କରିପାରେ କାରଣ ଏହି ସମସ୍ତଙ୍କର ଇକୋନୋମି ରେଟ ବହୁତ ଖରାପ ଅଟେ । ସେହିଭଳି ମୁମ୍ବାଇ ନିଜ ର ଶେର୍ଫେନ୍ ରାଉଟରଫୋର୍ଡ ଏବଂ ମିଚେଲ ମ୍ୟାକଲେନାଗାନ୍ ଙ୍କୁ ରିଲିଜ କରାଯାଇ ପାରେ । କାରଣ ସେମାନେ ୨୦୨୦ ରେ ଗୋଟିଏ ହେଲେବି ମ୍ୟାଚ ଖେଳିନାହାନ୍ତି । 

 

ଚେନ୍ନାଇ ମଧ୍ୟ କେଦାର ଯାଦବ ଗତକିଛି ସମୟରୁ ବହୁତ ଖରାପ ପ୍ରଦର୍ଶନ ଦେଉଛନ୍ତି ଓ ସେ ବୋଲିଂରେ ମଧ୍ୟ ବିଫଳ ହେଉଛନ୍ତି । ଖବର ମୁତାବିକ ହରଭଜନ ସିଂ ଓ ସୁରେଶ ରାଇନା ହୁଏତ ଆଉ ହଳଦିଆ ଜର୍ସି ପିନ୍ଧିପାରିବେ ନାହିଁ, କାରଣ ଫ୍ରାନଚାଇଜ ତାଙ୍କର କଣ୍ଟ୍ରାକ୍ଟ ସାଇନ କରିବା ପାଇଁ କୌଣସି ବିଚାର କରୁନାହିଁ ବୋଲି ଜଣା ପଡିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *