ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ IS ପରୀକ୍ଷା ରେ ଆସିଥିବା କିଛି ପ୍ରଶ୍ନ ଏବଂ ତାର ଉତ୍ତର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆମ୍ଭେ ଯେଉଁ ମାନେ ବର୍ତ୍ତମାନ ସମୟରେ ଯେଉଁ ପାରିସ୍ଥିତି ହେଲାଣି । ଆପଣଙ୍କୁ ସବୁବେଳେ ଅପଟୁଡେଟ ରହିବାକୁ ପଡିବ ନହେଲେ ଏ ଦୁନିଆ ତଥା ବର୍ତ୍ତମାନ ର ଯେଉଁ ସବୁ କମ୍ପିଟେଟିଭ ଯୁଗ ହେଲାଣି । ସବୁ ଆଗକୁ ବଢ଼ିବାରେ ନୂଆ ଜ୍ଞାନ ଅର୍ଜନ କରିବାରେ ବ୍ୟସ୍ତ । ତେବେ ଆସନ୍ତୁ ଜାଣିବା ସେଭଳି କିଛି ପ୍ରଶ୍ନ ଏବଂ ତାର ଉତ୍ତର ସମ୍ପର୍କରେ।
(୧) କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁ ବନ୍ୟ ଜନ୍ତୁ ପାଇଁ ପ୍ରସିଦ୍ଧ ?
ଉତ୍ତର ହେଉଛି – ଗଣ୍ଡା
(୨)ସମ୍ବିଧାନ ର କେଉଁ ଧାରା ଅନୁସାରେ କୌଣସି ସ୍ଥାନରେ ରାଷ୍ଟ୍ରପତି ଶାସନ ଜାରି ହୁଏ ?
ଉତ୍ତର-୩୫୬
(୩)ରାଷ୍ଟ୍ରପତି ଙ୍କ ପଦ ଶୂନ୍ୟ ପଡ଼ିଥିଲେ ଉପରାଷ୍ଟ୍ରପତି କେତେ ଦିନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ଭାର ବହନ କରନ୍ତି?
ଉତ୍ତର- 3 ମାସ
(୪)ଭାରତ ର ପ୍ରଥମ ଶାରୀରିକ ଅକ୍ଷମ ପର୍ବତା ଆରୋହି କିଏ?
ଉତ୍ତର- ମନୀନ୍ଦ୍ର ପାଲ
(୫)ଭାରତରୁ ପାକିସ୍ତାନ କେବେ ଅଲଗା ହୋଇଥିଲା ? ଉତ୍ତର-୧୯୪୭ ମସିହା ଅଗଷ୍ଟ ୧୪ ତାରିଖ
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।