ଜିଓ ଆରମ୍ଭ କଲା ଫୁଣି ଥରେ ମାଗଣା କଲ ସେବା ।

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆପଣ ମାନେ ଜାଣିଛନ୍ତି ପ୍ରତେକ ବର୍ଷ ନୂଆ ବର୍ଷ ରେ ଜିଓ ଗ୍ରାହକ ମାନଙ୍କ ପାଇଁ କିଛି ନା କିଛି ନୂଆ ନୂଆ ଅଫ୍ ର ଦେଇଥାଏ । ଏଥର ୨୦୨୧ ର ନୂଆ ବର୍ଷ ରେ ଜିଓ ଗ୍ରାହକ ମାନଙ୍କ ପାଇଁ କଣ କଣ ଅଫ୍ ର ରଖିଛନ୍ତି ଆସନ୍ତୁ ଜାଣିବା।

 

ଗ୍ରାହକ ମାନଙ୍କ ପାଇଁ ଜିଓ ପୁଣି ଥରେ ଜବରଦସ୍ତ ଅଫ୍ରର । ପୁଣି ଥରେ ଅଲଗା ନେଟୱର୍କ କୁ ମାଗଣା କଲ ଆରମ୍ଭ କରିବାକୁ ଯାଉଛି ଜିଓ । ଏଇ ନେଇ କମ୍ପାନୀ ଗୁରୁବାର ଦିନ ଏକ ବିଜ୍ଞାପିତ ଯାରିକରିଚି। କିନ୍ତୁ ପୂର୍ବ ରୁ ଏହା ଦେୟ ମୁକ୍ତ ଥିଲା ପରେ କମ୍ପାନୀ ତାର କ୍ଷତି ଦର୍ଶାଇ ଏହାକୁ ୧ ମିନିଟ୍ କୁ ୬ ପଇସା ଲାଗୁକଲେ । ତାହା ସହ ବିଭିନ୍ନ ରିଚର୍ଜ ପ୍ଲାନ୍ ମଧ୍ୟ ଥିଲା । କିନ୍ତୁ କମ୍ପାନୀ ୨୦୨୧ ରୁ ତାର ମାଗଣା ସେବା ଆରମ୍ଭ କରିବାକୁ ଯାଉଚି ।

 

ଜାନୁଆରୀ ୧ ରୁ ଟ୍ରାଇ ତାର ବିଲ ଆଣ୍ଡ କପି ବେବସ୍ତ ରେ ଆଇ ୟୁ ସି କୁ ବନ୍ଦ କରିବାକୁ ଯାଉଛି। ଏଥି ପାଇଁ ଜିଓ ପୁଣି ଥରେ ଗ୍ରାହକ ଙ୍କୁ ମାଗଣା ସେବା ଦେବା ପାଇଁ ଘୁଷଣ କରିଛି। କମ୍ପାନୀ ଟ୍ରାଇ ର ନିୟମ ପାଇଁ ICU ର ଦେୟ ବାବଦ ରେ ଅନ୍ୟ ନେଟୱର୍କ କୁ ୧୩୫୦୦ କୋଟି ଟଙ୍କା ଦେଇଛନ୍ତି । ତେବେ ଟ୍ରାଇ ଏହି ନିୟମ ପୁଣି ଥରେ ରଦ୍ଧ୍ କରିଛି ଯାହା ଦ୍ଵାରା ଜିଓ ପୁଣି ଥରେ ମାଗଣା କଲ୍ ସେବା ଆରମ୍ଭ କରିଛି ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *