ଜ୍ୟୋତିଷ ରାଶି ଅନୁସାରେ ଜାଣନ୍ତୁ କେଉଁ ଝିଅ କୁ ମିଳିବ କେଉଁ ଭଳି ଜୀବନ ସାଥି.

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଝିଅ କୁ କେଉଁ ଭଳି ପୁଅ ମିଳିବ ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ   ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ତେବେ ସବୁ ବାପା ମା ଚାହାନ୍ତି ସେମାନଙ୍କ ଝିଅ କୁ ଗୋଟେ ଭଲ ବର ମିଳୁ । ତେବେ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ଆପଣ ଜାଣିଛନ୍ତି ଝିଅ ର ରାଶି ଅନୁସାରେ ଝିଅ ର ବର ଆଗରୁ ଭଗବାନ ତିଆରି କରି ରଖିଥାନ୍ତି।  ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଝିଅ ମାନଙ୍କ ପାଇଁ କିଭଳି ବର ପାଇବେ ।

(୧)ମେଷ- ଏହି ରାଶି ର ଝିଅ ମାନଙ୍କୁ ଭଲ ସୁନ୍ଦର ଏବଂ ହସ ଖୁସିଆ ସ୍ୱାମୀ ମିଳିବ ।

(୨)ବୃଷ- ଏହି ରାଶି ର ଝିଅ ମାନଙ୍କୁ ଟିକେ ଅଳ୍ପ ରାଗି ଏବଂ କମ କଥା କହୁଥିବା ବର ମିଳିବ ।

(୩)ମିଥୁନ- ଏହି ରାଶି ର ଝିଅ ମାନଙ୍କୁ ସାଧାରଣତଃ ରାଗି ସ୍ଵଭାଵ ର ବର ମିଳିବ ।

(୪)କର୍କଟ- ଏହି ରାଶି ର ଝିଅ ମାନଙ୍କୁ ସମସ୍ତ ଙ୍କ ର ଯତ୍ନ ନେଉଥିବା ବର ମିଳିବ ।

(୫)ସିଂହ-ଏହି ରାଶି ର ଝିଅ ମାନଙ୍କୁ ସର୍ବଦା ଚଳ ଚଞ୍ଚଳ ବର ମିଳିବ ।

(୬)କନ୍ୟା-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ଵଦା ଅଳ୍ପ କାମ କରୁଥିବା ବର ମିଳିବ ।

(୭)ତୁଳା-ଏହି ରାଶି ର ଝିଅ ମାନଙ୍କୁ ତୀକ୍ଷ୍ଣ ବୁଦ୍ଧି ସମ୍ପର୍ଣ୍ଣ ବର ମିଳିବ ।

(୮)ବିଛା-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଏକ ରାଗି ଏବଂ ଆସନ୍ତୋଷ ରଖୁଥିବା ବର ମିଳିବ ।

(୯)ଧନୁ-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଅନ୍ୟ ପ୍ରତି ଭଲ ତଥା ସ୍ନେହ କରୁଥିବା  ବର ମିଲିବ ।

(୧୦)ମକର-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଅନ୍ୟ ର ଦୁଃଖ ରେ ଦୁଃଖୀ ଏବଂ ସୁଖ ରେ ସୁଖୀ ଥିବା ବର   ମିଳିବ ।

(୧୧)କୁମ୍ଭ-ଏହି ରାଶି ର ଝିଅ ମାନଙ୍କୁ ବଳଶାଳୀ ଏବଂ ବହୁତ ରାଗି ସ୍ୱଭାଵ ର ବର ମିଳିବ ।

(୧୨)ମୀନ-ଏହି ରାଶି ର ଝିଅ ମାନଙ୍କୁ ସବୁ ସମୟରେ ନିଜକୁ ଖାପ ଖୁଆଇ ପାରୁଥିବା ଭଳି ବର ମିଳିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *