ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେଉଁ ରାଶିର ଝିଅ କୁ କେଉଁ ଭଳି ପୁଅ ମିଳିବ ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ସବୁ ବାପା ମା ଚାହାନ୍ତି ସେମାନଙ୍କ ଝିଅ କୁ ଗୋଟେ ଭଲ ବର ମିଳୁ । ତେବେ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଣ ଆପଣ ଜାଣିଛନ୍ତି ଝିଅ ର ରାଶି ଅନୁସାରେ ଝିଅ ର ବର ଆଗରୁ ଭଗବାନ ତିଆରି କରି ରଖିଥାନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଝିଅ ମାନଙ୍କ ପାଇଁ କିଭଳି ବର ପାଇବେ ।
(୧)ମେଷ- ଏହି ରାଶି ର ଝିଅ ମାନଙ୍କୁ ଭଲ ସୁନ୍ଦର ଏବଂ ହସ ଖୁସିଆ ସ୍ୱାମୀ ମିଳିବ ।
(୨)ବୃଷ- ଏହି ରାଶି ର ଝିଅ ମାନଙ୍କୁ ଟିକେ ଅଳ୍ପ ରାଗି ଏବଂ କମ କଥା କହୁଥିବା ବର ମିଳିବ ।
(୩)ମିଥୁନ- ଏହି ରାଶି ର ଝିଅ ମାନଙ୍କୁ ସାଧାରଣତଃ ରାଗି ସ୍ଵଭାଵ ର ବର ମିଳିବ ।
(୪)କର୍କଟ- ଏହି ରାଶି ର ଝିଅ ମାନଙ୍କୁ ସମସ୍ତ ଙ୍କ ର ଯତ୍ନ ନେଉଥିବା ବର ମିଳିବ ।
(୫)ସିଂହ-ଏହି ରାଶି ର ଝିଅ ମାନଙ୍କୁ ସର୍ବଦା ଚଳ ଚଞ୍ଚଳ ବର ମିଳିବ ।
(୬)କନ୍ୟା-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ଵଦା ଅଳ୍ପ କାମ କରୁଥିବା ବର ମିଳିବ ।
(୭)ତୁଳା-ଏହି ରାଶି ର ଝିଅ ମାନଙ୍କୁ ତୀକ୍ଷ୍ଣ ବୁଦ୍ଧି ସମ୍ପର୍ଣ୍ଣ ବର ମିଳିବ ।
(୮)ବିଛା-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଏକ ରାଗି ଏବଂ ଆସନ୍ତୋଷ ରଖୁଥିବା ବର ମିଳିବ ।
(୯)ଧନୁ-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଅନ୍ୟ ପ୍ରତି ଭଲ ତଥା ସ୍ନେହ କରୁଥିବା ବର ମିଲିବ ।
(୧୦)ମକର-ଏହି ରାଶି ର ଝିଅ ମାନଙ୍କୁ ସଦା ସର୍ବଦା ଅନ୍ୟ ର ଦୁଃଖ ରେ ଦୁଃଖୀ ଏବଂ ସୁଖ ରେ ସୁଖୀ ଥିବା ବର ମିଳିବ ।
(୧୧)କୁମ୍ଭ-ଏହି ରାଶି ର ଝିଅ ମାନଙ୍କୁ ବଳଶାଳୀ ଏବଂ ବହୁତ ରାଗି ସ୍ୱଭାଵ ର ବର ମିଳିବ ।
(୧୨)ମୀନ-ଏହି ରାଶି ର ଝିଅ ମାନଙ୍କୁ ସବୁ ସମୟରେ ନିଜକୁ ଖାପ ଖୁଆଇ ପାରୁଥିବା ଭଳି ବର ମିଳିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।