ଝରକା ପଟେ ଆସୁଥିଲେ ପ୍ରେମିକ । ଧରା ପଡିବା ପରେ ସ୍ୱାମୀ କଲା କିଛି ଏଭଳି କାଣ୍ଡ ଆପଣ ବିଶ୍ଵାସ କରି ପାରିବେ ନାହିଁ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଭଳି ପରକ୍ରିୟା ପ୍ରୀତି ପାଇଁ ସ୍ତ୍ରୀ ର ପ୍ରେମିକ  ସ୍ୱାମୀ ହାତରେ ଧରା ପଡିଲା ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ କହିବାକୁ ଏଭଳି ଖରାପ ଆଉ ନଷ୍ଟ ଚରିତ୍ର କାର୍ଯ୍ୟ ଉତ୍ତରପ୍ରଦେଶ ଜ୍ୱାଳା ପୁର ଅଞ୍ଚଳ ରେ ଦେଖିବାକୁ ମିଳିଛି । ତେବେ ଖବର ମୁତାବକ ଯେତେବେଳେ ସ୍ୱାମୀ ଘରୁ ଅଫିସ ଯାଏ ସେତେବେଳେ ସ୍ତ୍ରୀ ତାର ପ୍ରେମିକ କୁ ଘରକୁ ଡାକେ । କିନ୍ତୁ ସେଦିନ ସ୍ତ୍ରୀ ଦେହ ଭଲ ନଥିଲା ସ୍ୱାମୀ ଘର କାର୍ଯ୍ୟ କରୁଥିଲେ ସେତେବେଳେ ସ୍ୱାମୀ ଘରୁ ଏକ କଣ୍ଡୋମ ପ୍ୟାକେଟ ପାଇଥିଲା।  

 

ଯାହା ଫଳରେ ସ୍ଵାମୀ ର ସ୍ତ୍ରୀ ଉପରେ ସନ୍ଦେହ ଆସିଲା । ଦିନେ ସ୍ତ୍ରୀ ର ଦେହ ଭଲ ହେବା ପରେ ସ୍ବାମୀ ସ୍ତ୍ରୀ କୁ ନ ଜଣାଇ ଅଧା ଦିନ ଚୁଟି ନେଇ ଅଫିସ ରୁ ଚାଲି ଆସିଲା । ତେବେ ସେତିକି ବେଳେ ସେ ସ୍ତ୍ରୀ ର ପ୍ରେମିକ କୁ ଘର ର ଝରକା ଦେଇ ପଶୁଥିବାର ଦେଖିଲା ଏହା ପରେ ସ୍ବାମୀ ସ୍ତ୍ରୀ ର ପ୍ରେମିକ କୁ ଧରିବା ସହ ସ୍ଥାନୀୟ ଯୁବକ ଙ୍କୁ ଡାକି ଉଭୟ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ କୁ ଗାଁ ଦାଣ୍ଡ ରେ ବାନ୍ଧିବା ସହିତ ଉଭୟ ଙ୍କ ନାଁ ରେ ଏତାଲା ଦେଇ ଜେଲ ପଠାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *