ଝରାଫୁଲ କେସ କୁ ନେଇ ମୁହଁ ଖୋଲିଲେ ଏହି ଝିଅ । ଯାହା କହିଲେ ଶୁଣିଲା ପରେ ମୁଣ୍ଡ ଗରମ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଝରାଫୁଲ ମର୍ଡର କେସ କୁ ନେଇ ମୁହଁ ଖୋଲିଥିବା ଏକ ଝିଅ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ସେ ଝିଅ ଟି ନିଜର ପରିଚୟ ନ ଦେଇ କହିଛନ୍ତି ଝରାଫୁଲ କିମ୍ବା ତାଙ୍କ ଭଳି ଅନ୍ୟ ଝିଅ ଙ୍କ ବିଷୟରେ । ତେବେ ତାଙ୍କ କଥା ରୁ ଯାହା ଜଣାପଡୁଛି ସେ କେବେହେଲେ ଝରାଫୁଲ ମର୍ଡର କେସ କୁ ନେଇ ପୁରା ମୁଣ୍ଡ ଖରାପ ସଦୃଶ ହୋଇଯାଇଛି । ତେବେ ସେ ନିଜର ରାଗ କୁ ସମ୍ନା କରାଇବା ପାଇଁ କ୍ୟାମେରା ସାମ୍ନା ରେ ସବୁ ସତ୍ୟ ଓଗାଳି ପକାଇଛନ୍ତି । 

 

ତେବେ ସେ କହିଛନ୍ତି ଆଜି ଏହି ନବୀନ ସରକାର ରେ ନାରୀ ମାନଙ୍କୁ ସ୍ନମାନ ନାହିଁ । ତାଙ୍କ ପାଇଁ ଇଜ୍ଜତ ବୋଲି ମଧ୍ୟ କିଛି ନାହିଁ । ତେବେ ଆହୁରୀ ମଧ୍ୟ ସେ କହିଛନ୍ତି କିଭଳି ଭାବେ ରାକେଶ ଏବଂ ତା ସହଯୋଗୀ କିଭଳି ଭାବେ ଝରାଫୁଲ କୁ ଏତେ ଦୂର ରୁ ଆଣି ଯାଜପୁର ରେ ଫୋପାଡ଼ି ଦେଇପାରିଲେ । ଯାହା କୁ କେହି ଦେଖି ମଧ୍ୟ ଅଣଦେଖା ଭଳି ରହିଥିଲେ । 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *