ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାକେଶ ଏବଂ ଝରାଫୁଲ ଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସମ୍ପର୍କ କୁ ନେଇ ମୁହଁ ଖୋଲିଥିବା ରାକେଶ ଙ୍କ ସମ୍ପୁର୍ଣ୍ଣ ତଥ୍ୟ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଝରାଫୁଲ ହେଉଛି ମୟୁରଭଞ୍ଜ ଜସିପୁର ରୁ ଆସିଥିବା ଜଣେ ସାଧାରଣ ଝିଅ ଟିଏ । ପ୍ରେମ ପଡ଼ିଗଲା ତାକୁ ମହଙ୍ଗା । ପ୍ରେମ ପାଇଁ ଜୀବନ ଚାଲିଗଲା । ତେବେ ଝରାଫୁଲ ନିଜ ମାଆ ଚାକିରୀ କରିଥିବା ସ୍ଥାନ କୁ ଯିବାବେଳେ ଦେଖା ହୋଇଥିଲା ରାକେଶ ଙ୍କ ସହ ଦେଖା ହେଲା ପରେ ପ୍ରେମ ବଢ଼ିଲା । ଅନଲାଇନ ଚାଟିଂ ଭିଡ଼ିଓ କଲିଂ ଚାଲିଲା । ବାପା ତାଙ୍କର ସବୁ ଦେଖିଲେ ଝିଅ କୁ ମନା କଲେ । ଝିଅ ର ମୋବାଇଲ ସିମ ମଧ୍ୟ ଭାଙ୍ଗିଦେଲେ । କିନ୍ତୁ ଝିଅ ଶୁଣିଲା। ନାହିଁ ।
ତେବେ ଝରାଫୁଲ ଜାନୁଆରୀ ୨୪ ରେ କଲେଜ ରେ କାମ କହି ମୟୁରଭଞ୍ଜ ରୁ ଭୁବନେଶ୍ୱର ଆସିଲେ କିନ୍ତୁ କଲେଜ କାମ ନୁହେଁ ରାକେଶ ଙ୍କୁ ଦେଖା କରିବା ପାଇଁ । ତେବେ ସେ ଜାଣି ନଥିଲା ଏହି ଦେଖା ତା ଜୀବନର ଶେଷ ଦେଖା ହେବ ବୋଲି । ତେବେ ସେ ଏହା ପରେ ରାକେଶ ସହ ଭୁବନେଶ୍ୱର ରେ ବୁଲା ବୁଲି କରିବା ସହ ବିରିୟାନି ଖାଇଥିବାର ଭିଡ଼ିଓ ହେଲା ଭାଇରାଲ। ଯାହା ପରେ ଝରାଫୁଲ ର ମୃତଦେହ ଯାଜପୁର ର କୁଆଖିଆ ନିକଟରୁ ଉଧାର କଲା ଯାଜପୁର ପୋଲିସ ।।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।