ଝିଅ ଙ୍କୁ କୁହନ୍ତୁ ଏହି କଥା ସେ ଆପଣ ଙ୍କୁ ସେ ନିଜର ମାନିଯିବ । ଆପଣଙ୍କ ପାଇଁ ସେ ଦିୱାନି ହୋଇଯିବେ ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଆପଣ ମାନେ ଝିଅ କୁ ଏହି କଥା କହିବା ଦ୍ୱାରା ସେ ଆପଣଙ୍କ ର ଦିୱାନି ହୋଇଯିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଝିଅ ମାନେ ସେହି ପୁଅ ଙ୍କୁ ପସନ୍ଦ କରନ୍ତି । ସେ ଯାହା ପାଖ ରେ ନିଜ କୁ ସେଫ ମନେ କରୁଥିବ । ଯେଭଳି ସେ ଆପଣଙ୍କ ପାଖ ରେ ନିଜ କୁ ସଠିକ ଭାବି ପାରୁଥିବ । କୌଣସି ଝିଅ କୁ ସିଧା ସଳଖ ଯାଇ କୌଣସି ଖରାପ କଥା ନକହି ବରଂ ତାକୁ ସେଫ ରଖିବା ପାଇଁ କଥା ହୁଅନ୍ତୁ । ତାର ଯତ୍ନ ନେବା ଭଳି କାର୍ଯ୍ୟ କରନ୍ତୁ । ଝିଅ ମାନଙ୍କୁ ସଦା ସର୍ବଦା ତାରିଫ କରନ୍ତୁ । ମାନେ ତାଙ୍କୁ ସବୁ ବେଳେ ସର୍ଵ ପ୍ରଥମେ ବୋଲି କୁହନ୍ତୁ । କିଛି ଇଉନିକ୍ କମ୍ପ୍ଲିମେଣ୍ଟ ଦିଅନ୍ତୁ । 

ତୁମେ ବହୁତ୍ ସୁନ୍ଦର୍ । ତୁମ ଆଖି ବହୁତ୍ ସୁନ୍ଦର୍ । ତୁମ କୁ ସବୁ ଡ୍ରେସ ମାନେ । ତୁମ ସ୍ୱର ବହୁତ୍ ଭଲ । ଆପଣ ଯଦି ଏମିତି କିଛି  କମ୍ପ୍ଲିମେଣ୍ଟ ଦେବେ ତ, ଆପଣ ଓ ଅନ୍ୟ ମାନଙ୍କ ମଧ୍ୟ ରେ କିଛି ଫରକ୍ ରହିବନି । ତାକୁ ଏମିତି କିଛି କଥା କୁହନ୍ତୁ । ଯାହା ସେ ନିଜ କଥା କହିବା ଶୈଳୀ ରେ ବାରମ୍ବାର ବ୍ୟବହାର କରେ। ସବୁବେଳେ ଆପଣ ତା ଭଳି ଟିକେ ହବାକୁ ଚେଷ୍ଟା କରନ୍ତୁ । ଯେମିତି କି ପୁଅ ମାନେ ପ୍ରତି କଥା ରେ ଶଳା ଶବ୍ଦ ବ୍ୟବହାର କରନ୍ତି, ସେମିତି ତା କଥା ଭିତରେ ସେ କୋଉ ଶବ୍ଦ ବାରମ୍ବାର ବ୍ୟବର କରୁଚି ।

 

 ସେଇଟା ଆପଣ ଙ୍କୁ ନୋଟିସ କରିବାକୁ ପଡ଼ିବ। ତା ପରେ କୁହନ୍ତୁ ତୁମ ମୁହଁ ରେ ଏହି ଶବ୍ଦ ଶୁଣିବାକୁ ମତେ ବହୁତ୍ ଭଲ ଲାଗୁଚି।ଏମିତି କହିବା ଦ୍ଵାରା ତୁମର ୨ ଟି ଫାଇଦା ହବ , ପ୍ରଥମ କଥା ଯେ, ଏହି ଟୋକା ମୋର ସବୁ କଥା କୁ ନୋଟିସ କରୁଚି। ଦ୍ଵିତୀୟ କଥା ହେଉଛି ଯେଉଁ ଶବ୍ଦ ସେ ବାରମ୍ବାର କୁହେ, ଆଉ ଆପଣ ସେହି ଶବ୍ଦ କୁ ତାରିଫ୍ କଲେ, ସେହି ଶବ୍ଦ ସେ ଯାହା କୁ ବି କହିବ, ସେତେବେଳେ ତୁମ କଥା ତାର ମନେ ପଡ଼ିବ। ଏହା ଆପଣ ଙ୍କ ପାଇଁ ବହୁତ୍ ବଡ଼ ଫାଇଦା ହବ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *