ଝିଲ୍ଲୀକ ତାଙ୍କ ସ୍ୱାମୀ ନଜର ଆସିଲେ ରୋମାଣ୍ଟିକ ଅନ୍ଦାଜ ରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ କଳାକାର ଝିଲିକ ନିଜ ପରିବାର ସହ ଚିଲିକା ଆସି କିଭଳି ଭାବେ ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣଙ୍କୁ କହିବାକୁ ଯାଉଛି ଯେ ଝିଲିକ ୨୦୨୦ ମସିହାରେ ଓଡ଼ିଶାର ସୁନାମ ଧନ୍ୟ  ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ  । ତେବେ ସେ ବର୍ତ୍ତମାନ ଭୁବନେଶ୍ୱର ଘରେ ନିଜ ଶଶୁର ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଏବଂ ଶାଶୁ ଓ ତାଙ୍କ ସ୍ୱାମୀ ପ୍ରୀତି ରଞ୍ଜନ ଘଡାଇ ଙ୍କ ସହ ରହୁଛନ୍ତି ।

 

ତେବେ ସେ ସେଠାରେ ବହୁ ଖୁସି ରେ ରହୁଥିବାର କହିଛନ୍ତି  । ତେବେ କିଛି ଦିନ ହେବ ସେ ନିଜର ଶାଶୁ ଏବଂ ସ୍ୱାମୀ ଙ୍କ ସହ ଚିଲିକା ବୁଲି ଯାଇଥିଲେ ତେବେ ସେଠାରେ ସେ ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ସହ , ଗୋରୁ ମାନଙ୍କ ସେବା ମଧ୍ୟକରିଥିଲେ । ଏହା ସହ ମା କାଳିଜାଇ ଦର୍ଶନ ମଧ୍ୟ କରିଥିଲେ  ।

 

ତେବେ ସେ ବିବାହ କରିବା ପରେ ଜଣା ପଡୁଥିଲା ଝିଲିକ ସତେ ଯେପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ସବୁଦିନ ପାଇଁ ଦୁରେଇ ଯାଇଛନ୍ତି । ତେବେ ଝିଲିକ ଙ୍କ ର ରଜ ପାଇଁ ଦୁଇଟି ନୂଆ ଫିଲ୍ମ ଆସୁଥିବାର ସେ ନିଜର ଦର୍ଶକ ମାନଙ୍କୁ କହିଛନ୍ତି । ତେବେ ସେ ୨ ଟି ହେଲା ‘ବାଜିଗଲା ସାହାନାଇ’ ଏବଂ ‘I love you 2’ ଆସିବାକୁ ଯାଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *