ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଭାରତୀୟ କ୍ରିକେଟ୍ ଦଳ କୁ ନେଇ ଏକ ଦମଦାର ଖବର ନେଇ ଆସିଛୁ। ଖବର ବିଷୟ ରେ ସମ୍ପୂର୍ଣ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଟିମ୍ ଇଣ୍ଡିଆ ରେ ହେଉଛି ପାତର ଅନ୍ତର ନୀତି । ବର୍ତମାନ କୋହିଲ୍ କଥା ରେ ଚାଲିଛି bcci । ଏହା ବିରୁଦ୍ଧରେ ବଡ଼ ଅଭିଯୋଗ ଆଣିଛନ୍ତି ସୁନିଲ ଗାଭାସ୍କର୍ । ଏହା ବିରୁଦ୍ଧ ରେ କିଛି ଉଦ୍ଧାରଣ ଦେଇ ଭାରତୀୟ ଦଳ ରେ ଚାଲିଥିବା କିଛି ଅନିୟମିତତା ବିରୁଦ୍ଧରେ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର । ଗାଭା ସ୍କର୍ ଟି ନଟରାଜ ଏବଂ ଆଶ୍ୱିନ କୁ ଆକ୍ଷେପ କାରା ଯାଉଚି ବୋଲି ଅଭିଯୋଗ କରିଛନ୍ତି। Bcci ବିରାଟ କୋହିଲ ଙ୍କୁ ପିତୃକ ଅବକାଶ ଛୁଟି ଦେବାରୁ ଏହି ଭଳି ଅଭିଯୋଗ ସୃଷ୍ଟି ହେଉଛି ।
ପୂର୍ବତନ ଅଧିନାୟକ ବା କିମ୍ବଦନ୍ତୀ କ୍ରିକେଟର ବା ସୁନିଲ ଗାଭାସ୍କର ଏହି ପ୍ରସଙ୍ଗ ରେ bcci କୁ ଟାର୍ଗେଟ କରିଛନ୍ତି । ଗାଭାସ୍କାର ଏହା କହି ଥିଲେ କି ନଟରାଜ ଙ୍କୁ ତାଙ୍କ ନବା ଜାତ କନ୍ୟା କୁ ଦେଖା କରିବାକୁ ଦେଇ ନଥିଲେ ଏବଂ ତାଙ୍କୁ ନେଟ୍ ବୁଲର ହିସାବ ରେ ନିଆ ଯାଇଥିଲା । ଅନ୍ୟ ପକ୍ଷରେ ସିରିଜ୍ ଅଧାରୁ bcci କୋହିଲ୍ ଙ୍କୁ ଛୁଟି ଦେଇଥିଲା। ସେ ଏହା ମଧ୍ୟ କହିଛନ୍ତି ନଟରାଜ ଭଳି ଗୋଟେ ଭଲ ବୁଳର କୁ କେବଳ ନେଟ ରେ ବଲ୍ ପକାଇବା ପାଇଁ ରଖା ଯାଇଛି । ସେ କହିଛନ୍ତି ନଟରାଜ ତାଙ୍କ ଖେଳ ଆଇପିଏଲ ଏବଂ ଅଷ୍ଟ୍ରେଲିଆ ବିରୁଦ୍ଧ ରେ ହେଇଥିବା t-୨୦ ଭଲ ପ୍ରଦର୍ଶନ ପରେ ବି ତାଙ୍କୁ ନେଟ ବୋଲର ହିସାବ ରେ ନିଆଗଲା କାଇଁକି । ଗଭସ୍କର୍ କହିଛନ୍ତି ଆଶ୍ୱିନ ତାଙ୍କ ବୋଲିଙ୍ଗିଂ ଶୈଳୀ ପାଇଁ ନୁହଁ ତାଙ୍କ ସରାଲତା ପାଇଁ ସେ ଅସୁବିଧା ରେ ପଡ଼ୁଛନ୍ତି ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।