ଟୋକି ପରବ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଦିବାସୀ ଙ୍କ ଏକ ପର୍ବ ବିଷୟରେ ଯେଉଁଥିରେ ସହ ସହ ମୁଣ୍ଡ ବଳି ପଡୁଛି ଆମ୍ଭେ କହିବାକୁ ଯାଉଛୁ ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ପର୍ବ ଏକ ନିଆରା ପର୍ବ ଯାହା ସାଧାରଣତଃ ଏହି ଶିକ୍ଷିତ ସମାଜ ଉପରେ ଏକ କୁ ପ୍ରଭାବ ପକାଉଛି । ତେବେ ଆସନ୍ତୁ ଜାଣିବା ସେହି ପର୍ବ ବିଷୟରେ । ତେବେ ଏହି ପର୍ବ କଳାହାଣ୍ଡି ଜିଲ୍ଲା ରେ କରାଯାଇଥାଏ । ତେବେ ଏହି ପର୍ବ କୁ ‘ଟୋକି ପର୍ବ’ କୁହାଯାଇଥାଏ । ତେବେ ଏହି ପର୍ବ ଟି ୩ ଦିନ କରାଯାଇଥାଏ । ଏହି ପର୍ବ ର ପ୍ରଥମ ଦିନ ମାନେ ଗୁରୁବାର ଦିନ ଗୁରୁ ପୂଜା ହୋଇଥାଏ । 

 

ସେହିଭଳି ଶୁକ୍ରବାର ଦିନ ସୁଖରେ ଆମିଷ ଖାଇଥାନ୍ତି । ସେହିଭଳି ଶନିବାର ଦିନ ଗାଁ ଗାଁ ବୁଲାଯାଇଥାଏ । ତେବେ ରବିବାର ଦିନ କାହିଁ କେଉଁଆଡ଼ୁ ସବୁ ଆଦିବାସୀ ଜନଜାତି ର ଲୋକ ମାନେ ଆସିଥାନ୍ତି । ଯେଉଁଠାରେ ସହ ସହ ମେଣ୍ଢା,କୁକୁଡ଼ା ଏବଂ ଛେଳି ଭଳି ନିରୀହ ଯିବ ମାନଙ୍କୁ ବଳି ଦିଆଯାଇଥାଏ । ତେବେ ମାନ୍ୟତା ଅଛି ଯେଉଁମାନେ ଏହିଠାରେ ବଳି ଦେଇଥାନ୍ତି ସେମାନଙ୍କ ମନସ୍କାମନା ପୁର୍ଣ ହୋଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *