ଟ୍ରେନ ରେ ଟଏଲେଟ ଗଲେ ଯୁବତୀ । ତାହା ଭିତରେ ଯାହା ଘଟିଲା ଦେଖିଲେ ଆପଣ ପୁରା ସ୍ତବଦ୍ଧ ହୋଇଯିବେ …

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଝିଅ ଟ୍ରେନ ର ଟଏଲେଟ ଭିତରକୁ ଗଲେ ଆଉ ଫେରିଲା ନାହିଁ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଆହମ୍ମଦାବାଦ ର ଅନୁପୁର ଜିଲ୍ଲାର ବିଜୁଳି ନାଗପୁର ଅଞ୍ଚଳର ଘଟିଛି ଏହି ଘଟଣା । ତେବେ ଏହି ଘଟଣା ଅନୁସାରେ ସୁପ୍ରିୟା ଟେର  ଅହମଦାବାଦ ର ଅନୁପୁର ଜିଲ୍ଲା ରୁ ତାଙ୍କ ଭଉଣୀ ଙ୍କ ଘରକୁ ଭୋପାଲ ଅଭିମୁଖେ ଭୋପାଳ ଟ୍ରେନ ରେ ନିଜ ବଉ ଙ୍କ ସହ ଯାତ୍ରା କରୁଥିଲେ । ଏହା ପରେ ସେ ଟଏଲେଟ ଯାଇଥିଲେ । ତେବେ ବହୁତ ସମୟ ଧରି ଟଏଲେଟ ରେ ରହିବା ଫଳରେ ତାଙ୍କ ମା ଙ୍କ ର ସନ୍ଦେହ ହେଲା ।

 

ଯାହା ଫଳରେ ସେ ଟ୍ରେନ ରେ ବୋହୁ ଖୋଜା ଖୋଜି କଲାପରେ  ଜି,ଆର,ପି ପୋଲିସ ଙ୍କୁ ଏହି କେସ ଉପରେ ତଦନ୍ତ କରିବା ନିମନ୍ତେ ଜଣାଇଲେ । ଏହା ପରେ ଜି,ଆର,ପି ପୋଲିସ ସୁପ୍ରିୟା ଙ୍କ ମୃତ ଶରୀର କୁ ଦୋହା ଜିଲ୍ଲା ଅନ୍ତର୍ଗତ ରେଲୱେ ଟ୍ରାକ କଡ଼ରୁ ପାଇଲେ । ତେବେ ଜି,ଆର,ପି ପୋଲିସ ବର୍ତ୍ତମାନ ସମୟରେ ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ମର୍ଡର ସଠିକ କୌଣସି କାରଣ ମିଳିପାରି ନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *