ଡାକ୍ତର ଙ୍କ ଫିସ ମାତ୍ର ୧ ଟଙ୍କା ଯାଣନ୍ତୁ କେଉଁଠି ଦେଖୁଛନ୍ତି ଏହି ଡକ୍ଟର ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଏହି ଡାକ୍ତର ଙ୍କ ବିଷୟରେ ଯିଏ ତାଙ୍କ ଫିସ କୁ ୧ ଟଙ୍କା ରଖି ଚର୍ଚ୍ଚା ରେ । ଏହି ଖବର କୁ ମୂଳରୁ ସେସ ପର୍ଯନ୍ତ ପଢିଲେ ଆପଣ ଜାଣିପାରିବେ ଏ ମହାନ ଡାକ୍ତର ଙ୍କ ଆଉ ସବୁ କାମ ବିଷୟରେ ….

ଏ ଦୁନିଆରେ ଦ୍ୱିତୀୟ ଭଗବାନ ବୋଲି ଡାକ୍ତର ଆମେ ମାନି ଥାଉ । ଏବେ ଡାକ୍ତର ମାନେ ଟଙ୍କା ପାଇଁ ରୋଗୀ ମାନଙ୍କୁ ଯେଉଁ ଭଳି ଭାବରେ ହଇରାଣ କରୁଛନ୍ତି ସାଧାରଣ ଲୋକ ଏଥି ପାଇଁ ଚିନ୍ତାରେ । କିନ୍ତୁ ଆମେ ଯେଉଁ ଡାକ୍ତର ଙ୍କ ବିଷୟରେ କହିବୁ ଆପଣ ଜାଣିଲେ କହିବେ ଆଜିକାଲି ଦୁନିଆରେ ବି ଏମିତି ମଣିଷ ଅଛନ୍ତି । ଆପଣ ଏହି ପୋଷ୍ଟ କୁ ପଢି ସରିଲେ ନିଶ୍ଚିତ ଗୋଟିଏ ପୋଷ୍ଟ କୁ ସେୟାର କରନ୍ତୁ ।

ସମ୍ବଲପୁର VIMSAR ରେ ଆସିଷ୍ଟାଣ୍ଟ ପ୍ରଫେସର୍‌ ଭାବେ ମନୋନୀତ ଡା. ଶଂକର ରାମଚନ୍ଦାନୀ ନିଜ ଡାକ୍ତରଖାନା ଡ୍ୟୁଟି ବାହାରେ ତାଙ୍କ କ୍ୟାବିନ ରେ ଏଣିକି ମାତ୍ର ୧ ଟଙ୍କା ଫି’ରେ ରୋଗୀ ମାନଙ୍କୁ ଦେଖିବେ ଓ ସେ ବାବଦରେ ମିଳିବାକୁ ଥିବା ସମସ୍ତ ଅର୍ଥ ‌ଗରିବ ରୋଗୀଙ୍କ ସେବା ପାଇଁ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି, ବିଭିନ୍ନ ମହଲରେ ପ୍ରଶଂସା ମିଳିଛି ଡାକ୍ତର ଙ୍କୁ ଡ଼. ଶଙ୍କର ରାମଚନ୍ଦନ |

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *