ଡ୍ରାଇଭିଂ ଲାଇସେନ୍ସ କରିବା ହେଲା ସହଜ । ଏହି ଗୋଟିଏ ଡାକୁମେଣ୍ଟ ଥିଲେ ଅତି ସହଜରେ କରିହେବ DL…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଯଦି ଆପଣ ଡ୍ରାଇବିଂ ଲାଇସେନ୍ସ ସହଜ ଉପାୟ ରେ କରିବାକୁ ଚାହୁଛନ୍ତି ତେବେ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଏଣିକି ଡ୍ରାଭିଂ ଲାଇସେନ୍ସ କରିବା ହେଲା ସହଜ । ଏବେ ଆଉ ଅସୁବିଧା ରେ ପଡ଼ିବ ନାହିଁ । ତେବେ ଡ୍ରଭିଂ କରିବା ପାଇଁ ଚାହୁଥିଲେ କେଉଁ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ଆପଣ ଜାଣିଛନ୍ତି ଡ୍ରାଭିଂ ଆପଣ ଙ୍କୁ ବାର ବାର ଆର୍ଟିଓ କାର୍ଯ୍ୟାଳୟ ଯିବାକୁ ପଡି ।କିନ୍ତୁ ଏବେ ଏହା ଅନଲାଇନ ହେଇଗଲାଣି ଆଉ ଆପଣ ଙ୍କୁ ବାର ବାର RTO କାର୍ଯ୍ୟାଳୟ ଯିବାକୁ ପଡ଼ିବନି।

 

ନିକଟରେ ସଡ଼କ ପରିବହନ ଏବଂ ରାଜ ପଥ ମନ୍ତ୍ରାଳୟ ଯାନବାହାନ ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି ସରକାର ।ଏହି ସଂଶୋଧନ ନିୟମ ପରେ ଡ୍ରାଭିଂ ଲାଇସେନ୍ସ କରିବା ହେଇଯାଇଛି ସହଜ ।ବର୍ତମାନ ଡ୍ରାଭିଂ ଲାଇସେନ୍ସ ପାଇଁ ଆଉ ଅଧିକ କାଗଜ ପତ୍ର ଦରକାର ନାହିଁ ମାତ୍ର ଗୋଟିଏ ଆଧାର କାର୍ଡ ଦ୍ଵାରା ଏହା ହେଇ ପାରୁଚି । ତାହା ଛଡା ଯଦି ଆପଣ କୌଣସି ଚେକିଂ ରେ ପଡନ୍ତି ଆପଣ ଙ୍କୁ ଅର୍ଗିନାଲ୍ ଛଡା ଆପଣ ଡିଜିଟାଲ ଡକୁମେନ୍ତ୍ ଦେଖେଇ ପାରିବେ । ଏହା ଦ୍ବାରା ଆପଣ ଙ୍କୁ ଆହୁରି ସହଜ ହେଇଯିବ ଆପଣ ଙ୍କୁ ସବୁ କାଗଜ ପତ୍ର ର ବୁଝ ବହିବାକୁ ପଡ଼ିବ ନାହିଁ ।ଆପଣ ଙ୍କୁ ସବୁ କ୍ଷେତ୍ର ରେ ।ଏଥି ପାଇଁ ଆପଣ ଦିଗିଲକର୍ ବେଵହାର କରି ବାକୁ ପଡ଼ିବ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *