ତରଙ୍ଗ ରେ ପ୍ରସାରିତ ଧାରାବାହିକ ‘ମାୟା’ ରେ ଆକ୍ଟିଙ୍ଗ କରୁଥିବା ରୁଦ୍ରୀ ନିଜର ଜନ୍ମ ଦିନ କିଭଳି ସେଲିବ୍ରେସନ କରିଛନ୍ତି ଆସନ୍ତୁ ଜାଣିବା…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ତରଙ୍ଗ ରେ ପ୍ରସାରିତ ଧାରାବାହିକ ‘ମାୟା’ ରେ ଆକ୍ଟିଙ୍ଗ କରୁଥିବା ରୁଦ୍ରୀ ନିଜର ଜନ୍ମ ଦିନ କିଭଳି ସେଲିବ୍ରେସନ କରିଛନ୍ତି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ତରଙ୍ଗ ରେ ପ୍ରସାରିତ ହେଉଥିବା ‘ମାୟା’ ସିରିଏଲ ବର୍ତ୍ତମାନ ସବୁଠାରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଏହାର କାରଣ ହେଉଛି ଏଥିରେ ଆକ୍ଟିଂଗ କରୁଥିବା ସମସ୍ତ ଆକ୍ଟର ମାନଙ୍କ ଚମତ୍କାର ଆକ୍ଟିଙ୍ଗ ଯୋଗୁ । ତେବେ ଏହି ଆକ୍ଟର ମାନଙ୍କ ମଧ୍ୟରେ ଅଛନ୍ତି ରୁଦ୍ରୀ ଯାହାଙ୍କର ପ୍ରକୃତ ନାମ ହେଉଛି ଜସ୍ମୀନ ରଥ । ତେବେ ସେ ତାଙ୍କର ଆକ୍ଟିଙ୍ଗ ଗୁଣ ଯୋଗୁଁ ସେ ଅଳ୍ପ ସମୟ ମଧ୍ୟରେ ଦମଦାର ଆକ୍ଟିଙ୍ଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । 

 

ତେବେ ସେ ଏହି ଧାରାବାହିକ ରେ ଏକ ନାଗୁଣି ର ରୋଲ ପରିବେଷଣ କରୁଛନ୍ତି । ତେବେ ସେ କିଛିଦିନ ତଳେ ନିଜର ଜନ୍ମଦିନ ନିଜର ଘର ଲୋକ ମାନଙ୍କ ସହ ପାଳନ କରିଛନ୍ତି। ଏହା ସହ ତାଙ୍କର ଅତି ଘନିଷ୍ଠ ବନ୍ଧୁ ମାନେ ମଧ୍ୟ ସେହି ସ୍ଥାନ ରେ ଉପସ୍ଥିତ ଥିବାର ଆପଣ ଦେଖିବାକୁ ପାଇବେ । ଯାହାର ଭିଡ଼ିଓ ସେ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟ ରେ ସେୟାର କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *