ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମଧ୍ୟପ୍ରଦେଶ ର ତିନୋଟି ସହର ଲକଡାଉନ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଏହି ଲକଡାଉନ ଭାରତ ର ମଧ୍ୟପ୍ରଦେଶ ର ତିନୋଟି ସହର ଜବଲପୁର, ଭୋପାଲ,ଇଣ୍ଡୋର ଜିଲାରେ ଆସନ୍ତା ୩୧ ତାରିଖ ଯାଏଁ ଜାରି ରହିବ ଲକଡାଉନ । ତେବେ ଏହି ଜିଲ୍ଲା ରେ ଗତ କିଛି ଦିନ ହେବ କରୋନା ରୋଗୀ ଦିନକୁ ଦିନ ବଢ଼ିବା ରେ ଲାଗିଛି । ଯାହାକୁ ନେଇ ସେହି ଜିଲ୍ଲା ର ଜିଲ୍ଲାପାଳ ଦେବନ୍ଦ୍ର ସିଂ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସେହି ସହର ରେ ଲକଡା଼ଉନ ଜାରି କରିଛନ୍ତି ।
ତେବେ ଏହି ଜାନୁଆରୀ ମାସରୁ ମାର୍ଚ୍ଚ ୨୦ ଭିତରେ ଏହି ଜିଲ୍ଲା ରେ ୨୫ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ଏହି ସହର ଗୁଡିକରେ ପ୍ରତିଦିନ ପାଖା ପାଖି ୫୦୦ ରୁ ଉର୍ଦ୍ଧ କରନା ରୋଗୀ ଚିନ୍ହଟ ହେବା ସହ ପ୍ରତିଦିନ କିଛି ନ କିଛି ଲୋକ ମୃତ୍ୟୁ ବରଣ କରୁଛନ୍ତି । ସେଥିପାଇଁ ଏହି ଜିଲ୍ଲା ରେ ସରକାର ଏବଂ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଗମୀ ୨୮ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ନିର୍ଦେଶ ଦେଇଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।