ତୁଳସୀ ଗଛ ମୂଳେ ଥିବା ଏହି ଜିନିଷ ଆଣେ ଘର ପାଇଁ ବିରାଟ ଅନର୍ଥ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ତୁଳସୀ ଗଛ ନିକଟରେ ଥିବା ଏହି ସବୁ ଜିନିଷ ଆପଣଙ୍କ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ତୁଳସି ଅତି ମୂଲ୍ୟବାନ ଏବଂ ପବିତ୍ର ଗଛ । 

 

ଏହା ର ପବିତ୍ରତା ପୁରାଣ ସମୟ ରୁ ବର୍ଣିତ । ଏହା ର ପବିତ୍ରତା କାରଣ ରୁ ହିଁ ସେ କେଉଁ କାଳ ରୁ ବହୁ ଦେବା ଦେବୀ ମନ୍ଦିର ତଥା ସମସ୍ତ ହିନ୍ଦୁ ଘର ସାମ୍ନା ରେ ମା ବୃନ୍ଦାବତୀ ଅବସ୍ଥାପିତ ହୋଇଛନ୍ତି । ଏହାର ପବିତ୍ରତା ସବୁ ଯୁଗରେ ଚର୍ଚ୍ଚା ର କାରଣ ସାଜିଛି । ଆସ୍ତଲୋଜି ଅନୁସାରେ ଘରେ ତୁଳସୀ ଗଛ ରହିଲେ ଏହା ଘର ଭିତରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦିଏ ନାହିଁ । ଏହା ଘରେ ସକରାତ୍ମକ ଉର୍ଜା ର ପ୍ରବେଶ କରେ  । 

 

କିନ୍ତୁ ବାସ୍ତୁ ଅନୁସାରେ ତୁଳସୀ ଗଛ ରଖିବାର କିଛି ନିୟମ ଅଛି ଯଦି ଏହି ନିୟମ ଗୁଡିକୁ ସଠିକ ଭାବେ ନ ମାନିବେ ତେବେ ଆପଣଙ୍କ ପରିବାର ତଥା ଅପଣଙ୍କ ଜୀବନ ସମ୍ପୂର୍ଣ ନଷ୍ଟ ହୋଇଯିବ । ତେବେ ପ୍ରଥମେ ତୁଳସୀ ଗଛ ର ଚତୁର୍ପାଶ୍ୱ ସଦା ସର୍ବଦା ସଫା ରଖନ୍ତୁ । ଏହାର ଆଖ ପାଖ ରେ କୌଣସି ଲତା ଜାତୀୟ ବୃକ୍ଷ ବଢିବାକୁ ଦିଅନ୍ତୁ ନାହିଁ । ଏହା ଉପରେ ଘର ର କେବେ ଅଇଁଠା ପାଣି ପଡ଼ିବାକୁ ଦିଅନ୍ତୁ ନାହିଁ । ଏହି ସବୁ ନିୟମ ମାନି ଚାଲନ୍ତୁ ଦେଖିବେ ଘରେ ସକରାତ୍ମକ ଉର୍ଜା ର ଭରପୁର ଭଣ୍ଡାର ଦେଖାଯିବ । 

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *