ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ‘ତାରା ତାରିଣୀ’ ଧାରାବାହିକ ରେ ଆକ୍ଟିଙ୍ଗ କରୁଥିବା ମୋହନା ଙ୍କ କାଶ୍ମୀର ଯାଇଥିବା ଭିଡ଼ିଓ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ମୋହନା ହେଉଛନ୍ତି ତାରା ତାରିଣୀ ଧାରାବାହିକ ର ସାଇଡ ଭିଲିଆନ ଭାବେ ଆକ୍ଟିଙ୍ଗ କରୁଛନ୍ତି । ତେବେ ସେ ସେହି ଧାରାବାହିକ ରେ ସେ ତାରିଣୀ ଙ୍କ ବିପକ୍ଷ ରେ ଭାବେ ତଥା ରୂପମ ଙ୍କୁ ଭଲ ପାଉଥିବାର ଆକ୍ଟିଙ୍ଗ କରୁଛନ୍ତି । ତେବେ ସେ ଜଣେ ବ୍ରାହ୍ମଣ ଘର ଝିଅ ଅଟନ୍ତି । ସେ ପାଠ ରେ ଯେମିତି ଆକ୍ଟିଙ୍ଗ ରେ ମଧ୍ୟ ସେହିପରି ମାହୀର ।
ତେବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କାଶ୍ମୀର ଯାଇଥିବାର ସମସ୍ତ କ୍ଲିପ ସେୟାର କରିଛନ୍ତି । ତେବେ ସେ ସେୟାର କରିଥିବା ଏହି ଭିଡ଼ିଓ ରେ ସେ କାଶ୍ମୀର ର ବରଫ ସହ ବିଭିନ୍ନ ମଜା ନେଉଥିବାର ତାଙ୍କୁ ଦେଖିବାକୁ ମିଳୁଛି । ତେବେ ସେ ବହୁତ ଖୁସି ଥିବା ସହ ନିଜର କାଶ୍ମୀର ଟ୍ରିପ କୁ ମନ ଖୋଲି ଉପଭୋଗ କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।