ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ମୋଦି ଙ୍କ ଉପରେ ଏହି କଥା କହିଲେ ଏହି ସାଧାରଣ ବାଳକ ଯାହାକୁ ଦେଖିଲା ପରେ ଆପଣ ଚକିତ ହୋଇଯିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ମୁଁ ଆପଣଙ୍କୁ କହିବାକୁ ଯାଉଛୁ କିଭଳି ବର୍ତ୍ତମାନ ସମୟରେ ରାଜନୀତି ଚାଲିଛି । ତେବେ ରାଜନୀତି ରେ ଛକା ପଞ୍ଝା ଭିତରେ ସାଧାରଣ ଜନତା ମାନେ ବଳି ପଡି ଯାଉଛନ୍ତି । ଯାହା ଫଳରେ ସେମାନେ କେବଳ ସରକାର ଙ୍କୁ ନିନ୍ଦା କରିବା ଛଡା ସେମାନଙ୍କ ପାଖରେ କୌଣସି ଉପାୟ ନାହିଁ । ତେବେ ଯାହା ଫଳରେ ସାଧାରଣ ଆବାଳ-ବୃଧ-ବନିତା ମଧ୍ୟ ସରକାରଙ୍କ।
ଉପରେ ନିଜର କ୍ଷୁଧା ବିଭିନ୍ନ ଭିଡ଼ିଓ ମାଧ୍ୟମରେ ବାହାର କରୁଛନ୍ତି । ତେବେ ଏହି ଭିଡ଼ିଓ ରେ ଆପଣ ଦେଖିବାକୁ ପାଇବେ କି କିଭଳି ଭାବେ ଜଣେ ସାଧାରଣ ବାଳକ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଙ୍କୁ ନିଜର ମନର ଥଟା ପରିହାସ କରୁଛନ୍ତି । ତେବେ ସେ ଏହି ଭିଡ଼ିଓ ରେ ମୋଦି ଙ୍କ ର ଭଏସ ମାଧ୍ୟମରେ ବିଭିନ୍ନ ରାଜନୀତିକ ଦଳ ର ମୁଖ୍ୟ ମାନଙ୍କୁ ପରିହାସ କରୁଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।