ଥରେ ପଢିଲେ ସବୁଦିନ ପାଇଁ ମନେ ରହିବ । ପାଠ ଶୀଘ୍ର ମନେ ରଖିବା ପାଇଁ ଗୋଟିଏ ସହଜ ଉପାୟ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ପାଠ ପଢି ତାକୁ ଶୀଘ୍ର ମନେ ରଖି ପାରିବେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଯେତେବେଳେ ଆପଣ ଏକ ରୋମାଞ୍ଚକ ଫିଲ୍ମ କୁ ଦେଖନ୍ତି ତେବେ ଆପଣ ସେତେବେଳେ ସେହି ଫିଲ୍ମ ଭିତରେ ଏଭଳି ଭାବେ ପଶି ଯାଆନ୍ତି ଆପଣଙ୍କୁ ଯେତେବେଳେ ଯେଉଁ ସମୟରେ ସେହି ଫିଲ୍ମ ବିଷୟରେ ପଚାରିଲେ ଆପଣ ସଙ୍ଗେ ସଙ୍ଗେ ସେହି ଫିଲ୍ମ ବିଷୟରେ କହି ଦିଅନ୍ତି । ସେହିଭଳି ପାଠ ପଢିବାରେ ବି ଆମକୁ ରୋମାଞ୍ଚକ ଆଣିବାକୁ ହେବ । 

 

ଏହାକୁ କେବଳ ପରୀକ୍ଷା ପାଇଁ ଭାବି ନ ପଢି ଯେତିକି ପଢିବେ ତା ବିଷୟରେ ଜାଣନ୍ତୁ । ଏହା ସହିତ ଯେ କୌଣସି ପାଠ କୁ ଆପଣ ପଢୁଛନ୍ତି ତାକୁ ସବୁବେଳେ ଏକ ଗଳ୍ପ ଭଳି ମନେ ରଖିବାକୁ ଚେଷ୍ଟା କରନ୍ତୁ । ଏହାର ବହୁ ଉଦାହରଣ ଆପଣ ବିଭିନ୍ନ ସୋସିଆଲ ମିଡିଆ ରୁ ପାଇ ପାରିବେ। ଏହା ଦ୍ୱାରା ଆପଣ ପାଠ କୁ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖି ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *