ଦଶ ହଜାର ଟଙ୍କା ରେ ସ୍ତ୍ରୀ କୁ ବିକିଲା ସ୍ୱାମୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ସ୍ୱାମୀ ମାତ୍ର ଦଶ ହଜାର ଟଙ୍କାରେ ନିଜ ସ୍ତ୍ରୀ କୁ ଜଣେ ଯୁବକ ହାତ ରେ ବିକିଦେଲା ଏବଂ ଏହା ପରେ କଣ ହେଲା ସେ ବିଷୟରେ କହିବାକୁ ଯାଉଛୁ  । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ନଙ୍କୁ ଏହି କଥା ଅଜବ ଲାଗୁଥାଇ ପାରେ । ଟ୍ରବେ ରହି ଘଟଣା ଦେଖିବାକୁ ମିଳିଛି  ଉତ୍ତରପ୍ରଦେଶ ର ମୁଜିଡ଼ାବାଡ଼ ଅଞ୍ଚଳ ରେ । ତେବେ ଏହି ଅଞ୍ଚଳ ରେ ଜଣେ ବ୍ୟକ୍ତି ଜୁଆ ଖେଳି ନିଜର ସମ୍ପୂର୍ଣ୍ଣ ପଇସା ହାରି ଗଲା ପରେ ସ୍ତ୍ରୀ ର ସମସ୍ତ ଗହଣା ଠାରୁ ଆରମ୍ଭ କରି ସମସ୍ତ ଜିନିଷ ବନ୍ଧା ପକାଇ ବିକ୍ରି କରିଦେଲା । ଏହା ପରେ ମଧ୍ୟ ମଦ ରେ ମସଗୁଲ ସ୍ୱାମୀ ସେସ ରେ ସ୍ତ୍ରୀ କୁ ଦଶ ହଜାର ଟଙ୍କାର ଦୁଇ ଘଣ୍ଟା ପାଇଁ ବାଜିରେ ଲଗାଇ ଦେଲା ।

 

 ଯାହା ଫଳରେ ସ୍ତ୍ରୀ କୁ ନେବା ପାଇଁ  ଯେତେବେଳେ ଯୁବକ ଆସିଲା ସେତେବେଳେ ସେହି ସ୍ତ୍ରୀ ଲୋକ ଟି ଯୁବକ କୁ ପଣିକି ରେ ହାଣି ଥାନା ରେ ଯାଇ ତାର ସ୍ୱାମୀ ଆଉ ସେହି ଯୁବକ ନାଁ ରେ ଏତାଲା ଦେଲା ଯାହା ଫଳରେ ଥାନା ଵାଲା ଉଭୟ ସ୍ଵାମୀ ଆଉ ଯୁବକ କୁ ଗିରଫ କରି କୋର୍ଟ ଫ୍ରୱାଡ଼ କରିଦେଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *