ଦିନକରେ ୮୪୯ କରୋନା ପିଜେଟିଭ ଚିନ୍ହଟ । ଲାଗୁ ହେଇଗଲା ନାଇଟ କର୍ଫ୍ୟୁ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାରତ ର ପୁଣେ ରେ ଜାରି ହୋଇଥିବା ରାତି କର୍ଫ୍ୟୁ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ କରନା ପୁନର୍ବାର ନିଜର କାୟା ବିସ୍ତାର ଆରମ୍ଭ କଲାଣି । ତେବେ ଭ୍ୟାକ୍ସିନ କୁ ନେଇ ଯେଉଁ ଖିସି ଥିଲା ବର୍ତ୍ତମାନ କରନା ର ବୃଦ୍ଧି କୁ ନେଇ ରାଜ୍ୟ ସରକାର ବର୍ତ୍ତମାନ ବହୁ ଚିନ୍ତା ରେ ପଡି ଯାଇଛନ୍ତି । ତେବେ ଏହି କରନା ର ବର୍ଦ୍ଧିତ କେସ କୁ ଦୃଷ୍ଟି ଆଗରେ ରଖି ପୁଣେ ସରକାର ପୁଣିଥରେ ନିଜ ରାଜ୍ୟ ରେ ରାତି ୧୧ ଟାରୁ ସକାଳ ୬ ଟା ଯାଏଁ ଗାଡି ଚଳାଚଳ ବନ୍ଦ କରିବା ସହିତ  । 

 

ସ୍କୁଲ କଲେଜ ମାନଙ୍କୁ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ।ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ସ କାର୍ଯ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି। ପୁଣେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୯୭,୪୩୧ରେ ପହଞ୍ଚିଛି। ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୨,୫୬୧ ଥିବାବେଳେ ସେଥିମଧ୍ୟରୁ ୧୬୦ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *