ଦୁଇ କଲେଜ ଛାତ୍ରୀ ଗୋଟିଏ ପୁଅ କେମିତି ଧୁଳା ଉଡେଇ ମାଡ ଗୋଳ ହେଉଛନ୍ତି ଦେଖିଲେ କାବା ହେଇଯିବେ!

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ଓ ଦେଖିବା ଦୁଇ କଲେଜ ପଢୁଆ ଝିଅ କେମିତି ଗୋଟିଏ ପୁଅ ପାଇଁ ହେଉଛନ୍ତି ଚୁଟି ଘୁମା ଘୁମି ଓ ଗଡପଡା ଏହି ଖବର ଟି କୁ ଆପଣ ମୂଳରୁ ସେସ ପର୍ଯନ୍ତ ଭଲସେ ପଢିଲେ ବୁଝିପାରିବେ ।

ପ୍ରେମ ପାଇଁ ପିଲା ପ୍ରେମୀ ଯୁଗଳ କରିଛନ୍ତି । ପ୍ରେମ ରେ ପଡିଲା ପରେ ପୁଅ ଝିଅ ମାନଙ୍କ ମନ ଆକାଶରେ ଉଡୁଥାଏ । କେତେବେଳେ ପୁଅ ମାନେ ଧୋକା ଦେଇ ଥାନ୍ତି ତ କେତେବେଳେ ଝିଅ ମାନେ । କିଛି ପୁଅମାନେ ଅଛନ୍ତି ଝିଅ ମାନଙ୍କ ସହ କିଛି ଥର ସମ୍ଭୋଗ କରି ସରିଲା ପରେ ସେମାନଙ୍କୁ ଅଣଦେଖା କରିଥାନ୍ତି । କିଛି ଝିଅ ମାନେ ଅଛନ୍ତି ଟୋକାମାନଙ୍କୁ ଚିତା କାଟି ଖାଇ ଥାନ୍ତି ଟୋକାର ଟଙ୍କା ସରିଗଲା ପରେ ସମ୍ପର୍କ କଟିଦେଇଥାନ୍ତି । କିନ୍ତୁ ଆଜିର ଏହି ଘଟଣା ଟି ସମ୍ପୂର୍ଣ ଭିନ୍ନ ଆସନ୍ତୁ ଜାଣିବା..

ପୁରା ଘଟଣା ଟା ହେଉଛି ଦୁଇ ଜଣ ଝିଅ ଗୋଟିଏ ପ୍ରେମିକ ପାଇଁ ମାଡ଼ ଗୋଳ ହେଉଛନ୍ତି । ଗୋଟିଏ ଝିଅ କହୁଥାଏ ତୁ କାଇଁ ମୋ ବୟ ଫ୍ରେଣ୍ଡ ସହ କଥା ହେଉଛୁ ଅନ୍ୟ ଜଣେ କହୁଛି ତୋ ବୟ ଫ୍ରେଣ୍ଡ ତତେ ଛାଡି ମୋ ସହ କେମିତି କଥା ହେଉଥିଲା । ଏହି ପାଇଁ ଦୁଇ ଝିଅ ଗୋଟିଏ ପ୍ରେମିକ ପାଇଁ ଢେର ସମୟ ଗଡ଼ା ପଡା ହୋଇଥିଲେ । ଯାହା ଅତି ନିନ୍ଦନୀୟ …. ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *