ଦେଖନ୍ତୁ ଅର୍ଚ୍ଚିତା କିଭଳି ଭାବେ ସୁଟିଂ ସେଟ ର ଶେଷ ଦିନରେ ସେଲିବ୍ରେସନ କରୁଛନ୍ତି….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ଅର୍ଚ୍ଚିତା କିଭଳି ଭାବେ ସୁଟିଂ ସେଟ ର ଶେଷ ଦିନରେ ସେଲିବ୍ରେସନ କରୁଛନ୍ତି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ମୁଁ ଆପଣଙ୍କୁ କହିଦେବାକୁ ଚାହୁଁଚି ଯେ ବର୍ତ୍ତମାନ ସରକାର ଫିଲ୍ମ ସୁଟିଂ ଏବଂ ଫିଲ୍ମ ହଲ ରେ ସମ୍ପୂର୍ଣ୍ଣ ସିଟ ରେ ସମ୍ପୂର୍ଣ୍ଣ ଲୋକ ବସିପାରିବାର ଅନୁମତି ଦେଇ ସାରିଲେଣି । ଯାହା ଫଳରେ ବର୍ତ୍ତମାନ ବିଭିନ୍ନ ଫିଲ୍ମ ର ଶୁଟିଂ ଆରମ୍ଭ ହୋଇଗଲାଣି । ତେବେ ଅର୍ଚ୍ଚିତା ଙ୍କ ର ଏକ ଫିଲ୍ମ ପରଦା କୁ ଆସିବାକୁ ଯାଉଛି । ଯାହାର ନାମ ହେଉଛି “ରୋଲ ନମ୍ବର-୨୭ ସୁଜାତା ସେନାପତି” ତେବେ ଏହି ଫିଲ୍ମର ଶେଷ ସିନ ସୁଟିଂ ସରିଥିବା ବେଳେ । 

 

ଯାହାକୁ ନେଇ ଏକ ପୂଜା ପାଠ ଚାଲିଛି ଏବଂ କେକ କଟା ମଧ୍ୟ ହୋଇଛି । ଯାହାକୁ ଚିରସ୍ମରଣୀୟ କରିବା ପାଇଁ ଅର୍ଚ୍ଚିତା ଶୁଟିଂ ସେଟ ର ମସ୍ତି କୁ ନିଜ କ୍ୟାମେରା ରେ ରେକଡ଼ିଂ କରି ରଖିଛନ୍ତି । ତେବେ ଏହି ରେକଡ଼ିଂ ରେ ଅଶୋକ ପତି ଏବଂ ଅନ୍ୟାନ୍ୟ ଟିମ ମେମ୍ବର ମଧ୍ୟ ଅଛନ୍ତି । ତେବେ ଶେଷ ବେଳକୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ନଡ଼ିଆ ବଡା ହୋଇ ଏହି ଫିଲ୍ମ କୁ ଶେଷ କରାଗଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *