ଦେଖନ୍ତୁ ଅର୍ଚ୍ଚିତା ଙ୍କ ଭଉଣୀ ଙ୍କୁ ଅର୍ଚ୍ଚିତା ଙ୍କ ଠାରୁ ବହୁତ ସୁନ୍ଦର !

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଓଲିଉଡ ହିରୋଇନ ଅର୍ଚ୍ଚିତା ଙ୍କ ଜୀବନୀ ସମ୍ପର୍କ ରେ ଯାହା ଦ୍ୱାରା ସେ ଆଜି ଓଲିଉଡ ର ଶ୍ରେଷ୍ଠ ହିରୋଇନ ହେବାର ସୁଯୋଗ ପାଉଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ଏକ ମାତ୍ର ହିରୋଇନ ଭାବେ ଯିଏ ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ ହୋଇପାରିଛନ୍ତି । ସେ ହେଉଛନ୍ତି ଅର୍ଚ୍ଚିତା ସାହୁ । ସେ ନିଜର କ୍ୟାରିଅର ଓଡିଶୀ ଡ୍ୟାନ୍ସ ରୁ ଆରମ୍ଭ କରିଥିଲେ । ଅର୍ଚିତା ଯେଉଁ ସମୟ ରେ ଓଡିଶୀ ନୃତ୍ୟ କରୁଥିଲେ ସେହି ସମୟରେ ସେ ଏକ ନମ୍ବର ଓଡିଶୀ ଡ୍ୟାନ୍ସର ଥିଲେ । ଅର୍ଚିତା ସାହୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ସିନେମା ଜରିଆରେ ଓଡିଆ ସିନେମା ଜଗତରେ ପାଦ ରଖିଥିଲେ । 

 

ଏହା ପରେ ଅର୍ଚିତା ଆଉ କେବେ ପଛକୁ ଚାହିଁ ନାହାନ୍ତି।  ତାଙ୍କର ଗୋଟିଏ ପରେ ଗୋଟିଏ ସିନେମା ହିଟ ହୋଇ ଥିଲା । ଏହା ସହିତ ଅର୍ଚିତା ସାହୁ ଆମ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ସେ ୨୦୧୩ ମସିହା ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଉ ସେଠାରେ ସେ ପ୍ରଥମ ଓଡିଆ ଭାବେ ।

 

ରନର୍ସ ଅଫ ହେବାର ଟାଇଟେଲ ହାତେଇ ଥିଲେ । ବର୍ତ୍ତମାନ ଦିନରେ ଅର୍ଚିତା ସାହୁ ଓଡିଶାର ସବୁଠାରୁ ନାମୀ ଦାମୀ ହିରୋଇନ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି । ଅର୍ଚିତା ସାହୁ ୨୦୦୫ ରୁ ଆଜି ପର୍ଯ୍ୟନ୍ତ ପାଖା ପାଖି ୩୦ରୁ ଅଧିକ ସିନେମାରେ ଅଭିନୟ କରିସାରିଲେଣି । ଓଡିଶାରେ ତାଙ୍କର ଫ୍ୟାନ ମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛନ୍ତି । 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *