ଦେଖନ୍ତୁ ଆଶ୍ଚର୍ଯ୍ୟ କର ଭିଡ଼ିଓ ହନୁମାନ ଙ୍କ ମୂର୍ତିରୁ ଝରୁଛି ଲୁହ LIVE ଭିଡ଼ିଓ ଦେଖ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ ଜାଣିବା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ପ୍ରଭୁ ଶ୍ରୀ ହନୁମାନ ଙ୍କ ଆଖିରୁ ଲୁହ ବାହାରୁଛି ଦେଖିବା ଲାଇଭ ଭିଡ଼ିଓ ହେଲେ ଦେଖିବା ପୂର୍ବରୁ ଏହି ଭିଡ଼ିଓ ବିଷୟରେ କିଛି ଜାଣିନେଵା

ଏହି ଘଟଣା ଟି ଘଟିଛି ମଧ୍ୟ ପ୍ରଦେଶ ର ହରିଡା ଠାରେ । ଦେଖିବାକୁ ମିଳିଛି ଏଠାରେ ଥିବା ଏକ ବହୁ ପୁରାତନ ହନୁମାନ ମନ୍ଦିର ରେ ପ୍ରଭୁ ଶ୍ରୀ ହନୁମାନ ଙ୍କ ଆଖିରୁ ଲୁହ ଝରିଚାଲିଛି । ପାଖାପାଖି ୬୦ ଘଣ୍ଟା ଏହିପରି ଲୁହ ଝରିଚାଲିଥିଲା । ସେଠାକାର ଲୋକ ଙ୍କ ଭିଡ ଜମିଥିଲା ଏହି ଦୃଶ୍ୟ ଦେଖିବାକୁ । ହରିଡା ର ସବୁ ଲୋକ ଆତଙ୍କିତ ହୋଇଯାଇଥିଲେ । ହନୁମାନ ମାନଙ୍କ ଲୁହ ଝରିବାକୁ ଅଶୁଭ ବା ଆଗକୁ ବିପଦ ଆସୁଥିବା ର ଭାବି ପୁରା ଏରିଆ ଭୟବିତ ହୋଇଯାଇଥିଲେ । ଆସନ୍ତୁ ଦେଖିବା ଏ ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *