ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ସୁପର ଷ୍ଟାର ଏଲିନା କିଭଳି ଭାବେ ନିଜ ପରିବାର ସହ ମିଶି ନିଜର ଛୁଟି ଦିନକୁ କାଟୁଛନ୍ତି । ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ଭଲ ଭାବେ ଜାଣିଥିବେ । ଏଲିନା ସାମନ୍ତରାୟ 23 ଜୁଲାଇ 1996 ରେ ଓଡିଶାରେ ଜନ୍ମଗ୍ରହଣ କରିଥିଲେ। ସେ ଏଲିନା ଭାବରେ ବେଶ୍ ଜଣାଶୁଣା ଏବଂ ବୃତ୍ତି ଅନୁଯାୟୀ ଜଣେ ଅଭିନେତ୍ରୀ | ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ | ସେ ତରଙ୍ଗ ଟିଭି ରେ ପ୍ରସାରିତ “କିଏ ହେବ ମୋ ହିରୋଇନ୍” ନାମକ ରିଅଲିଟି ସୋ’ର ବିଜେତା ଭାବରେ ଉଭା ହୋଇଥିଲେ |
ସେ “ଇଶ୍କ ତୁ ହି ତୁ” ନାମକ ଚଳଚ୍ଚିତ୍ର ସହିତ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ଭଦ୍ରକ ନାମକ 1991 ରେ ସାମ୍ପ୍ରଦାୟିକ ଦଙ୍ଗା ଉପରେ ଆଧାରିତ ଥିଲା । ଏହା ପରେ ସେ ‘ଜଗା ହାତରେ ପଘା’ ଏବଂ ‘କେହି ନୁହେ କାହାରା’ ଭଳି ସିନେମାରେ ଅଭିନୟ କରିଥିଲେ । ତେବେ ଏଲିନା ବର୍ତ୍ତମାନ ନିଜ ପରିବାର ନିଜ ଭାଇ,ମା ଏବଂ ନିଜ ବାପା ଙ୍କ ସହ ମିଶି ଏକ ସ୍ଥାନ ବୁଲିବାକୁ ଯିବା ସହ । ସେଠାରେ ନିଜ ଫୋଟୋ ଗୁଡିକୁ ନିଜ ସୋସିଆଲ ଇଂସ୍ଟଗ୍ରାମ ରେ ଛାଡିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।