ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଏମିତି ଏକ ଭାଇରଲ ଭିଡ଼ିଓ ଯାହା ପୁରା ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଦେଖିବା ପୂର୍ବରୁ ଏହି ଭିଡ଼ିଓ ଆସନ୍ତୁ କିଛି ଜାଣିନେବା ଏହି ଭାଇରଲ ଭିଡ଼ିଓ ବିଷୟରେ !
ଏହି ଭିଡ଼ିଓ ରେ ଥିବା ଝିଅ ଜଣଙ୍କ ନାକ ପର୍ଯନ୍ତ ମଦ ପିଇ ଅତି ଅସଭ୍ୟ ଭାଷାରେ କଥା ହେଉଛନ୍ତି ଏମିତି ଭାଷା ଯେ ଯେଉଁ ଭାଷା ପାଟି ରେ ଧରିବା ପାଇଁ ଆମକୁ ବହୁତ ଖରାପ ଲାଗିଥାଏ । ହେଲେ ଏହି ଝିଅ ନିଶାରେ ଏମିତି କରୁଥିବାର ଜଣା ପଡୁଛି ହେଲେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଟ୍ରେଣ୍ଡିଙ୍ଗ ରେ । ଏହାକୁ ମଧ୍ୟ memes ରେ ଥଟା କରାଯାଉଛି ।
ଏହି ଭିଡ଼ିଓ ରେ ଥିବା ଝିଅ ଏକା ନୁହନ୍ତି ତାଙ୍କ ସହିତ ଆଉ 3/4 ଜଣ ଯୁବକ ଓ ଯୁବତୀ ସାଙ୍ଗ ଥିବାର ନଜର ଆସିଛନ୍ତି । ଏହି ଝିଅ ଜଣେ ନାୟିକା ବୋଲି ଚର୍ଚ୍ଚା ହେଉଛି ସେ ଏକ ୱେବ ସିରିଜ ରେ ନାୟିକା ଙ୍କ ସାନ ଭଉଣୀ ଚରିତ୍ର ରେ ଅଭିନୟ କରିଛନ୍ତି ।
ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।