ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ । କେମିତି ଯୁବତୀ ଙ୍କୁ ଯୌନାଙ୍ଗ ଦେଖେଇ ଅଶୀଳ ଇଙ୍ଗିତ କରୁଥିଲା ଏହି ଯୁବକ ତାପରେ ଯାହା ହେଲା ଦେଖ..

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଭିଡ଼ିଓ ଦେଖାଇ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଯୁବକ ଲଙ୍ଗଳା ହେଇ ନିଜ ଯୌନାଙ୍ଗ କୁ କଲେଜ ଝିଅ ମାନଙ୍କୁ ଦେଖାଇଛି ଓ ଅଶୀଳ ଇଙ୍ଗିତ କରିଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆଜି କାଲି ର ଆଧୁନିକ ଯୁଗ ରେ ଲୋକ ମାନେ ନିଜ ମାନ ସମ୍ନାନ କୁ ଭୁଲି ଗଲେଣି । ନିଜର  କାମ ଲାଳସା ପାଇଁ ହିତା ହିତ ଜ୍ଞାନ କୁ ହରାଇ ବସିଲେଣି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେସ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନର୍ଗତ ଉପ ଅଞ୍ଚଳ ରେ । ସେଠାକାର ଜଣେ ଅଭଦ୍ର ଯୁବକ ନିଜର ଯୌନାଙ୍ଗ କଲେଜ ଛାତ୍ରୀ ଙ୍କୁ ଦେଖାଉଥିଲେ । ତେବେ ସେହି ସ୍ଥଳେ ପଂଚୁକଟା ଗ୍ରାମ ର  ଜଣେ ଯୁବକ ।

 

ସାହିଲ ଖାଁ ନିଜ ଗୁପ୍ତଙ୍ଗ ଦେଖାଇ କଲେଜ ଯାଉଥିବା ଛାତ୍ରୀ ମାନଙ୍କୁ ଅତି ଅଶୀଳ ଇଙ୍ଗିତ କରୁଥିଲା । ଏହା ସହ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ମହିଳା ମାନେ ମଧ୍ୟ ଯାଉଥିଲେ । ଯାହା ତାଙ୍କୁ ଅଧିକ ଖରାପ ଲାଗିବା ସହ ପାଖରେ ଥିବା ଗ୍ରାମ ବାସୀ ଙ୍କୁ ସେମାନେ ଡାକିଥିଲେ । ଯାହା ଫଳ ରେ ଗ୍ରାମ ବାସୀ ମାନେ  ସେ ଯୁବକ ଏମିତି କରୁଥିବାର ର ଦେଖିବା ପରେ  ବହେ ଛେଚିବା ସହ ବାନ୍ଧି ରଖିଥିଲେ    ପୋଲିସ ର ଜିମା ଦେଇଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *