ଦେଖନ୍ତୁ ଏହି ଭିଡ଼ିଓ କହିଲେ କାହିଁକି ପରି କୁ ହତ୍ୟା କରାଯାଇଛି !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ବହୁଚର୍ଚିତ ପରି ହତ୍ୟା ବିଷୟରେ ଏନେଇ ପରି ଗାଁ ର ସରପଞ୍ଚ କଣ କହିଲେ ଆସନ୍ତୁ ଜାଣିବା । ଆପଣ ଏହି ଖବର ଟି କୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ପରି ହତ୍ୟା ଏବେ ଭୟଙ୍କର ରୁପ ନେଇସାରିଛି । ସାରା ଓଡିଶା ବାସୀ ଚଂହୁଛନ୍ତି ପରି ର ହତ୍ୟା ର ପ୍ରକୁତ ହତ୍ୟା କାରୀ କୁ ଧରି ଫାଶୀ ଦିଆଯାଉ । ଏହି ଘଟଣା ରେ ଅରୁଣ ସାହୁ ଙ୍କ ହାତ ଥିବା ବା ହତ୍ୟା କାରୀ ବାବୁଲି କୁ ଘଣ୍ଟ ଗୋଡାଉଥିବାର ଖବର ପଦାକୁ ଆସିଛି । ଏହା ପରେ ମନ୍ତ୍ରୀ ଅରୁଣ ସାହୁ ଙ୍କ କୁସ ପୁତଲୀଳା ଦାହ କରିବା ସହ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଛନ୍ତି । କିଛି ଦିନ ତଳେ ସରପଞ୍ଚ ଓ ଅରୁଣ ସାହୁ ଙ୍କ ଅଡିଓ ଭାଇରଲ ହୋଇଥିଲା ଏହାପରେ ଘଟଣା ଭିନ୍ନ ମୋଡ ନେଇଥିଲା କିନ୍ତୁ ଆଜି ନିଜେ ସରପଞ୍ଚ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି ….ଆସନ୍ତୁ ଜାଣିବା କଣ କହିଲେ ସରପଞ୍ଚ ..

ସରପଞ୍ଚ କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଅଛି ଯଦି ତାଙ୍କର କି ତାଙ୍କ ପରିବାର ର କାହାର କିଛି ବି ଖେତି ହେବ ଏଥି ପାଇଁ ମନ୍ତ୍ରୀ ଅରୁଣ ସାହୁ ଦାୟୀ ରହିବେ ସେ କହିଛନ୍ତି ପରି କୁ ମାରିବାର କାରଣ ପରିର ଅର୍ଗାନ କେଉଁ ବଡ ଲୋକର ଜୀବନ ବଞ୍ଚେଇବା କାମରେ ଲାଗିଥାଇପରେ କାରଣ ପରି ର ପରିବାର ବହୁତ ଗରିବ । ସେମାନେ କାହିଁକି ପରି କୁ କୀର୍ଣ୍ଣାଫ କରିବେ ଓ ତାକୁ ମାରି କେମିକାଲ ଦ୍ୱାରା ତା ଦେହର ସବୁ ଅଙ୍ଗ କୁ ପଚେଇ ଦିଆଯିବ । ଏହା ପଛରେ ବଡ ସତ୍ୟ ଲୁଚି ଯାଉଛି ଏହା ପରି ର ଗାଁ ସରପଞ୍ଚ କହିଛନ୍ତି । ଯଦି ଆପଣ ଏହି ଖବର କୁ ପଢୁଛନ୍ତି ତାହେଲେ ପରିର ନ୍ୟାୟ ପାଇଁ ଗୋଟିଏ ସେୟାର କରିବେ |

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *