ଦେଖନ୍ତୁ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ୨ ବର୍ଷ ର ଝିଅ ର ସୁନ୍ଦର ସଙ୍ଗୀତ  ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ଦୁଇ ବର୍ଷ ର ଝିଅ ମୁଖ ନିସୃତ ସୁମଧୁର ସଙ୍ଗୀତ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁନାମ ଧନ୍ୟ ତଥା ଓଡ଼ିଆ ଇଣ୍ଡଷ୍ଟ୍ରି ର ଅରଜିତ ସିଂ ଭାବେ ପରିଚିତ ହ୍ୟୁମାନ ସାଗର ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ତେବେ ହ୍ୟୁମାନ ସାଗର ଜଣେ ଏଭଳି କଳାକାର ସେ ନିଜର ସଙ୍ଗୀତ ପାଇଁ ମେଡିକାଲ ପାଠ ପଢା ମଧ୍ୟ ଛାଡି ଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ସେ ଓଡ଼ିଶାର ଘରେ ଘରେ ପରିଚିତ । ତେବେ ତାଙ୍କର ଗୀତ ଶୁଣିବାକୁ ଲୋକ ମାନଙ୍କ ର ଭିଡ଼ ଲାଗି ଯାଇଥାଏ । 

 

ତେବେ ତାଙ୍କର ଗୀତ ବର୍ତ୍ତମାନ ସମୟରେ ଓଡ଼ିଶାର ସମସ୍ତ ବ୍ୟକ୍ତି ବା ସମସ୍ତ ଶ୍ରେଣୀ ର ଲୋକ ମାନଙ୍କ ମନକୁ ଭରି ଦିଏ । ତେବେ ବର୍ତ୍ତମାନ ତାଙ୍କ ର ଦୁଇ ବର୍ଷ ର ଝିଅ ଙ୍କ ର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ ତାଙ୍କ ର ଦୁଇ ବର୍ଷ ର ଝିଅ ଯାହାର ପାଟି ବର୍ତ୍ତମାନ ସମୟରେ ଭଲ ଭାବେ ଫିଟି ନାହିଁ ସେ ହ୍ୟୁମାନ ଙ୍କ ବୋହୁ ଗୀତ କୁ ଉଚ୍ଚାରଣ କରି ବୋଲିବାକୁ ଚେଷ୍ଟା କରୁଚି । ତେବେ ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *