ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ କଳାକାର ଝିଲିକ ନିଜ ଶାଶୂଘର କିଭଳି ରହୁଛନ୍ତି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣଙ୍କୁ କହିବାକୁ ଯାଉଛି ଯେ ଝିଲିକ ୨୦୨୦ ମସିହାରେ ଓଡ଼ିଶାର ସୁନାମ ଧନ୍ୟ ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ । ତେବେ ସେ ବର୍ତ୍ତମାନ ଘଡାଇ ଙ୍କ ଭୁବନେଶ୍ୱର ଘରେ ନିଜ ଶାଶୁ ଏବଂ ନିଜ ଶଶୁର ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଙ୍କ ସହ ରହୁଛନ୍ତି । ତେବେ ସେ ସେଠାରେ ବହୁ ଖୁସି ରେ ରହୁଥିବାର କହିଛନ୍ତି ।
ତେବେ ସେ ବିବାହ କରିବା ପରେ ଜଣା ପଡୁଥିଲା ଝିଲିକ ସତେ ଯେପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ସବୁଦିନ ପାଇଁ ଦୁରେଇ ଯାଇଛନ୍ତି । ତେବେ ଝିଲିକ ଙ୍କ ର ରଜ ପାଇଁ ଦୁଇଟି ନୂଆ ଫିଲ୍ମ ଆସୁଥିବାର ସେ ନିଜର ଦର୍ଶକ ମାନଙ୍କୁ କହିଛନ୍ତି । ତେବେ ସେ ୨ ଟି ହେଲା ‘ବାଜିଗଲା ସାହାନାଇ’ ଏବଂ ‘I love you 2’ ଆସିବାକୁ ଯାଉଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।