ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ବାବୁସାନ ମହାନ୍ତି ନିଜ ମା ଅପରାଜିତା ମହାନ୍ତି ଙ୍କ ସହ କିଭଳି ଭାବେ କବାଡି ଖେଳୁଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆପଣ ମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ସୁପରଷ୍ଟାର ବାବୁସାନ ମହାନ୍ତି ଙ୍କୁ ତ ଭଲ ଭାବେ ଜାଣିଥିବେ । ତେବେ ସେ ନିଜର ଆକ୍ଟିଙ୍ଗ ଏବଂ ସିଙ୍ଗିଙ୍ଗ ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ । ଏହା ଛଡା ବର୍ତ୍ତମାନ ବାବୁସାନ ଙ୍କ ର ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ବାବୁସାନ ନିଜ ମା ଙ୍କ ସହ କବାଡି ଖେଳୁଥିବା ସହ ତାଙ୍କ ମୁଣ୍ଡ ରେ ଗୋଲାପ ର ଫୁଲ ଖୋସି ଦେଉଛନ୍ତି ।
ଏହା ଛଡା ଆଜି ଅପରାଜିତା ଙ୍କ ଜନ୍ମଦିନ କାରଣରୁ ସେ ଆଜି ସକାଳେ ନିଜ ମାଙ୍କ ର ଜନ୍ମ ଦିନ ଏକ ସୁନ୍ଦର କେକ କାଟି ମନାଇଥିଲେ । ତେବେ ବାବୁସାନ ନିଜ ର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମାଙ୍କ ସହ ମଜା କରୁଥିବାର ଏହି ଭିଡ଼ିଓ ଛାଡି ଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।