ଦେଖନ୍ତୁ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିବା ନିଲୁ ତାଙ୍କ ସ୍ୱାମୀ ଙ୍କ ସହ କେମିତି ରହୁଛନ୍ତି… 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ନିଲୁ ତାଙ୍କ ସ୍ୱାମୀ ଙ୍କ ସହ କେମିତି ରହୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ନିଲୁ ଙ୍କୁ ଜାଣିଥିବେ ସେ ସାର୍ଥକ ରେ ପ୍ରାସାରିତ ବହୁ ଚର୍ଚ୍ଚିତ ଧାରାବାହିକ ‘ସିନ୍ଦୁର ବିନ୍ଦୁ ‘ ରେ ନିଜର ନିଖୁଣ ଅଭିନୟର ପରିଚୟ ଦର୍ଶକ ମାନଙ୍କୁ ଦେଖାଇ ଦେଇଥିଲେ । ତେବେ ସେଭଳି ସ୍ଥଳରେ ସେ ନିଜର ବାହାଘର ପରେ ଆକ୍ଟିଙ୍ଗ ଦୁନିଆରୁ ବିଦାୟ ନେଇଥିଲେ । ଜଣା ପଡୁଥିଲା କି ସେ ଆଉ କେବେ ଏହି ଦୁନିଆ କୁ ଆସିବେ ନାହିଁ । କିନ୍ତୁ କଥା ଟା ପୁରା ଓଲଟା । 

 

ତାଙ୍କର ଶଶୁର ଘର ଲୋକ ଏତେ ପ୍ରେରଣା ଦାୟୀ ସେ କେବେ ଭାବି ନଥିଲେ । ସେ ତାଙ୍କ ସବୁ କାର୍ଯ୍ୟ ରେ ସାହାଯ୍ୟ ସହଯୋଗ କରିବା ସହ ତାଙ୍କୁ ତାଙ୍କର ଇଚ୍ଛା ପୂରଣ କରିବା ପାଇଁ ସବୁବେଳେ ପବର୍ଟାଉଥିଲେ । ତେବେ ସେଇଥିପାଇଁ ବର୍ତ୍ତମାନ ସେ ତରଙ୍ଗ ରେ ନୂଆ ଭାବେ ପ୍ରଚଳିତ ଧାରାବାହିକ ‘ମଙ୍ଗଳା ଚରଣ’ ପୁଣି ଥରେ ତାଙ୍କର ଦର୍ଶକ ମାନେ ତାଙ୍କ ଅଭିନୟ କୁ ଦେଖିବାକୁ  ପାଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *